ନେପାଳର ପ୍ରଧାନମନ୍ତ୍ରୀ ଭାବେ ଆଜି ଶପଥ ନେବେ ଶେର ବାହାଦୂର ଦେଉବା
କାଠମାଣ୍ଡୁ, (ଓଡିଶା ଟାଇମ୍): ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କୁ ନେପାଳର ସର୍ବୋଚ୍ଚ ନ୍ୟାୟାଳୟ ଝଟ୍କା ଦେବା ପରେ ଆଜି ଶେର ବାହାଦୂର ଦେଉବା ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା ମିଳିଛି । କେପି ଓଲିଙ୍କୁ ପଦରୁ … Read More











