ପ୍ରଥମ ଦେଶ ଭାବେ କରୋନାର ବୁଷ୍ଟର ଡୋଜ୍ ଦେଲା ଇସ୍ରାଏଲ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଟିକା ଅଭାବରୁ ଭାରତରେ ଯେତେବେଳେ ଭ୍ୟାକ୍ସିନ୍ ସେଣ୍ଟର ବନ୍ଦ ହେଉଛି ସେତେବେଳେ ଇସ୍ରାଏଲ୍ କରୋନାକୁ ପ୍ରତିହତ କରିବା ପାଇଁ ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରିଛି । ଇସ୍ରାଏଲ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତ ସପ୍ତାହର ସୋମବାର … Read More











