ପଳାତକ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କଲେ ଲଣ୍ଡନ ହାଇକୋର୍ଟ

ଲଣ୍ଡନ, (ଓଡିଶା ଟାଇମ୍): ପଳାତାକ ବ୍ୟବସାୟୀ ବିଜୟ ମାଲ୍ୟାକୁ ଜୋରଦାର ଝଟକା ଲାଗିଛି। ଲଣ୍ଡନ ହାଇକୋର୍ଟ ମାଲ୍ୟାକୁ ଝଟକା ଦେଇଥିବା ଜଣାପଡ଼ିଛି। ହାଇକୋର୍ଟ ବିଜୟ ମାଲ୍ୟାକୁ ଦେବାଳିଆ ଘୋଷଣା କରିଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ବିଜୟ ମାଲ୍ୟାର ସମ୍ପତି … Read More

ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍):ଗତ ୨୪ ଘଣ୍ଟା ମଧ୍ୟରେ ୧୬୨୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬୩୪କୁ ବୃଦ୍ଧି ପାଇଛି … Read More

୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୬୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୦୮୧୪ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୩୯ଜଣ … Read More

ଆଜି ଜୁଲାଇ ୨୭ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ଆଶାନୁଯାୟୀ ଅର୍ଥ ପ୍ରାପ୍ତି ସହ ଜମି କ୍ରୟ, ଚୁକ୍ତିପତ୍ର କ୍ଷେତ୍ରରେ ବ୍ୟୟ କରିବାର ସୂଚନା ରହିଛି । ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ । ଚାଷୀ- … Read More

ଶ୍ରାବଣ ପ୍ରଥମ ସୋମବାରରେ ବାବାଙ୍କ ଜଳାଭିଷେକ ପାଇଁ ରାତି ୧୨ରୁ ଭକ୍ତଙ୍କ ଧାଡି

କାଶୀ, (ଓଡିଶା ଟାଇମ୍): ଆଜି ପବିତ୍ର ଶ୍ରାବଣ ମାସ ପ୍ରଥମ ସୋମବାର। ଶିବ ଭକ୍ତମାନେ ସାରା ଦେଶରେ ଭଗବାନ ଶିବଙ୍କ ମନ୍ଦିରରେ ଜଳାଭିଷେକ ପାଇଁ ଧାଡ଼ି ବାନ୍ଧିଛନ୍ତି। କରୋନା ମହାମାରୀ ହେତୁ ନିଷେଧାଦେଶ ସତ୍ତ୍ୱେହଜାର ହଜାର ଭକ୍ତ ରାତି ୧୨ ଟାରୁ … Read More

ହାଇଦ୍ରାବାଦ ଓ ଦିଲ୍ଲୀରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜଧାନୀ ଦିଲ୍ଲୀ ଓ ହାଇଦ୍ରାବାଦରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି । ଆନ୍ଧ୍ର ପ୍ରଦେଶର ହାଇଦ୍ରାବାଦରେ ଦକ୍ଷିଣରେ ଭୂକମ୍ପ ଝଟକା ଅନୁଭବ ହୋଇଛି । ସକାଳ ପ୍ରାୟ ୫ଟାରେ ଏହି ଭୂକମ୍ପ ଝଟକା ଅନୁଭବ … Read More

ଖୋଲିଲା ବିଦ୍ୟାଳୟ ଓ ମହାବିଦ୍ୟାଳୟ; ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପାଠପଢା ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍): କୋଭିଡ ମହାମାରୀ କାରଣରୁ ବନ୍ଦଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ପ୍ରାୟ ଦେଢବର୍ଷ ପରେ ସୋମବାର ଠାରୁ ଖୋଲିଛି । ଏଥିସହିତ ଶ୍ରେଣୀଗୃହରେ ପିଲାଙ୍କର ପାଠପଢା ଆରମ୍ଭ ହୋଇଛି । ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଥିବା … Read More

ଇସ୍ତଫା ଦେଲେ ୟେଦିୟୁରପ୍ପା, ସରକାରର ୨ ବର୍ଷ ପୂରଣ ପରେ ଛାଡିଲେ ଗାଦି

ବେଙ୍ଗାଲୁର,(ଓଡିଶା ଟାଇମ୍):ମୁଖ୍ୟମନ୍ତ୍ରୀ ପଦରୁ ୟେଦିୟୁରପ୍ପାଙ୍କ ଇସ୍ତଫା । ବିଜେପି ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ନିଜେ ଘୋଷଣା କରିଛନ୍ତି । ଏହାସହ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ … Read More

ପୁରୀ ବଳିଆପଣ୍ଡାରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍’ ଆରମ୍ଭ

ପୁରୀ, ଓଡିଶା ଟାଇମ୍): ପୁରୀ ବଳିଆପଣ୍ଡାରେ ଆରମ୍ଭ ହେଲା ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ (Drink From Tap Mission) । ୧୦୫୦୦ ମାନର ପାନୀୟଜଳ ପୁରୀକୁ ପାନୀୟ ଜଳ ଯୋଗାଣ ହେବ । ଏହା ହେଉଛି ଦେଶରେ ପ୍ରଥମ ୨୪ … Read More

ରାଜ୍ୟରେ ସଂକ୍ରମଣ କମିଛି, ଆଗାମୀ ୨ରୁ ୩ ମାସ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ସଂକ୍ରମଣ କମିଛି । ତଥାପି ଆଗାମୀ ଦୁଇ ରୁ ତିନି ମାସ ଆମକୁ ସତର୍କ ରହିବାକୁ ପଡ଼ିବ । କୋଭିଡ ନିୟମ, ମାକ୍ସ ପିନ୍ଧିବା, ସାମାଜିକ ଦୂରତା, ଇଣ୍ଡୋର ଗ୍ୟାଦେରିଙ୍ଗକୁ ରୋକିବାକୁ ପଡିବ ।  ନହେଲେ … Read More