ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ
ଭୁବନେଶ୍ଵର, (ଓଡିଶା ଟାଇମ୍): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ତଥା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଆସନ୍ତାକାଲି ସନ୍ଧ୍ୟାରେ ପ୍ରକାଶ ପାଇବ। ଏହି ପରୀକ୍ଷାଫଳ ସିଏଚଏସଇ ୱେବସାଇଟ http://chseodisha.nic.inରେ ଉପଲବ୍ଧ ହେବ ବୋଲି … Read More











