ଜାମ୍ମୁ କାଶ୍ମୀର କଠୁଆରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଜାମ୍ମୁ, (ଓଡିଶା ଟାଇମ୍): ଜାମ୍ମୁ କାଶ୍ମୀରର କଠୁଆରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏହି ହେଲିକପ୍ଟର କଠୁଆର ରଣଜିତ ସାଗର ଡ୍ୟାମ ନିଟକରେ ଘଟିଛି ଏହି ଘଟଣା । ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏବେ … Read More











