ଆତଙ୍କବାଦ ସହ ବିଶ୍ୱ ସାଲିସ୍ କରିବା ଉଚିତ ନୁହେଁ : ଏସ୍. ଜୟଶଙ୍କର
ନ୍ୟୁୟର୍କ, (ଓଡିଶା ଟାଇମ୍): ଆତଙ୍କବାଦ ସହ ବିଶ୍ୱ କଦାପି ସାଲିସ୍ କରିବା ଉଚିତ ନୁହେଁ ବୋଲି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି । ଯେକୌଣସି ପ୍ରକାର ଆତଙ୍କବାଦ ହେଉନା କାହିଁକି,ତାକୁ ଦୃଢ଼ ନିନ୍ଦା କରାଯିବା ସଙ୍ଗେ ସଙ୍ଗେ ଯେକୌଣସି ଉଦ୍ଦେଶ୍ୟର … Read More











