ପଞ୍ଚଭୂତରେ ବିଲୀନ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ
ଲକ୍ଷ୍ନୌ ,(ଓଡିଶା ଟାଇମ୍): ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ବିଗତ ଦିନର ରାଜ୍ୟପାଳ କଲ୍ୟାଣ ସିଂହଙ୍କ ଆଜି ହେବ ଅନ୍ତିମ ସଂସ୍କାର । ବୁଲନ୍ଦସହର ଜିଲ୍ଲା ନରୌରାସ୍ଥିତ ରାଜଘାଟରେ କରାଯିବ ଅନ୍ତିମ ସଂସ୍କାର । କଲ୍ୟାଣ ସିଂହଙ୍କର ଅନ୍ତିମ … Read More











