ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଛାତ୍ର ବିଜେଡି କର୍ମୀଙ୍କ କାଳୀ ମାଡ଼, ପୁରୀରେ ବିଜେପି ବିଜେଡି କର୍ମୀ ମୁହାଁମୁହିଁ

ପୁରୀ,(ଓଡ଼ିଶା ଟାଇମ୍): ଆଜି ପୁରୀ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ ସମ୍ବିତ । ସକାଳେ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ । ରାଜ୍ୟ ସରକାର ଜିଦଖୋର ମନୋବୃତ୍ତିର ବୋଲି … Read More

ଉତ୍ତରାଖଣ୍ଡରେ ପୁଣି ଭୂକମ୍ପ ଝଟ୍‌କା ଅନୁଭୂତ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୪.୬

ଡେରାଡୁନ,(ଓଡ଼ିଶା ଟାଇମ୍):ଉତ୍ତରାଖଣ୍ଡରେ ପୁଣି ଥରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ପିଥୌରାଗଡ ଜିଲ୍ଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ନେପାଳ ସୀମାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୬ … Read More

ଖଣି ମାଲିକ ଜିତୁ ପଟ୍ଟାନାୟକଙ୍କ ଘରେ ଇଡିର ରେଡ୍‌, ୪ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢାଉ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ଖଣି ମାଲିକ ଜିତୁ ପଟ୍ଟନାୟକଙ୍କ ଘରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ମନି ଲଣ୍ଟ୍ରିଂ ମାମଲାରେ ଇଡି ଚଢ଼ାଉ କରିଥିବା ଜଣାପଡିଛି । ଭୁବନେଶ୍ୱରର ୨ଟି ଓ ଯୋଡ଼ାର ୨ଟି ସ୍ଥାନରେ ରେଡ୍ ହୋଇଥିବା … Read More

ସିମ୍‌ କେଳେଙ୍କାରୀ ଘଟଣା, ମାଲକାନଗିରିରୁ ଆଉ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ,(ଓଡ଼ିଶା ଟାଇମ୍):ପ୍ରି ଆକ୍ଟିଭେଟେଡ ସିମ୍‌ କେଳେଙ୍କାରୀ ଘଟଣା। ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ମାଲକାନଗିରି ବାଲିମେଳାର ଦୀପକ ନାୟକକୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଦୀପକ ହେଉଛି ମୋବାଇଲ ସେବା କମ୍ପାନୀର ସେଲ୍‌ସ ମ୍ୟାନେଜର। ଦୁଷ୍ମନ୍ତ କିଣୁଥିବା ସିମ୍‌ ଆକ୍ଟିଭ କରୁଥିଲା … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଆଜି ଆପଣଙ୍କର ଉନ୍ନତଚିନ୍ତା ଓ ନୂତନ ଯୋଜନା ଫଳପ୍ରଦ ହେବ । ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି ଓ ଆନୁ ।ନିକ କାମରେ ବ୍ୟସ୍ତ ରହି ପାରନ୍ତି । ଈର୍ଷା ଓ ଅସୂୟା ମନୋଭାବ ପୋଷଣକରି ନିଜ ଲୋକମାନେ ଅସୁବିଧାରେ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଆପଣଙ୍କୁ ସାମାଜିକ ସମ୍ମାନ ଓ ଉଚ୍ଚ ପଦପଦବୀ ପ୍ରଦାନ କରିବେ । ଚେଷ୍ଟା କରୁଥିବା କାମଗୁଡିକ ସୁବିଧାରେ ଓ ସୁରୁଖୁରୁରେ ହୋଇଯିବ । ଘରେ ବନ୍ଧୁମିଳନ ସହ ଖୁସିର ଆସର ଜମିପାରେ । ବାଣିଜ୍ୟ, ବ୍ୟବସାୟ ଦିଗଟି ସନ୍ତୋଷଜନକ ରହିବ … Read More

ଏସିଡ୍‌ ଆକ୍ରମଣକାରୀଙ୍କୁ ୧୪ ବର୍ଷ ଜେଲ୍‌

ଭୁବନେଶ୍ୱର,(ଓଡ଼ିଶା ଟାଇମ୍):୧୪ ବର୍ଷ ପରେ ଆସିଲା ରାୟ । ପ୍ରମୋଦିନୀ ରାଉଳ ଏସିଡ ଆକ୍ରମଣ ଘଟଣାରେ ରାୟ ଶୁଣାଇଲେ କୋର୍ଟ । ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ଅନିଲ ଦଳସିଂରାୟଙ୍କୁ ୧୪ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଲେ କୋର୍ଟ । … Read More

ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା, ଅଳକା ମହାନ୍ତି ହେଲେ ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ଅନେକ କଳ୍ପନା ଜଳ୍ପନାର ଅନ୍ତ । ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଅଳକା ମହାନ୍ତିଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଲେ ବିଜେଡି ସୁପ୍ରିମେ ନବୀନ ପଟ୍ଟନାୟକ । ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ … Read More

ଡ୍ରାଇଭର, ଡିଭାଇଡର ଉପରେ ଚଢିଗଲା ବସ : ୨୫ ଆହତ

ବାଙ୍ଗାଲୋର,(ଓଡ଼ିଶା ଟାଇମ୍):ଭୟଙ୍କର ବସ ଦୁର୍ଘଟଣା । ୨୫ ଜଣ ଆହତ ଓ ୪ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକରେ । ଏକ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ରବିବାର ସନ୍ଧ୍ୟାରେ … Read More