ସାମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତ କରୁଛୁ ଭିତ୍ତିଭୂମି, ଦରକାରୀ ଔଷଧ ଓ ସରଞ୍ଜାମ ରଖୁଛୁ ମହଜୁଦ : DMET
ଭୁବନେଶ୍ବର, (ଓଡିଶା ଟାଇମ୍): କରୋନାର ସାମ୍ଭାବ୍ୟ ତୃତୀୟ ଲହର ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଛୁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯାହା ଔଷଧ ଓ ସରଞ୍ଜାମ କ୍ରୟ କରି ମହଜୁଦ ରଖୁଛୁ। ଅନ୍ୟମାନଙ୍କ ତାଲିମ ଦେଇ … Read More











