କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ୮୦୫ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି … Read More

୨୪ ଘଣ୍ଟାରେ ବାହାରିଲେ ୮୦୫ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୮୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୧୫୫୮ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ … Read More

ଇତିହାସ ରଚିଲେ ଓଡିଆ ପୁଅ ପ୍ରମୋଦ ଭଗତ, ଭାରତକୁ ଦେଲେ ଚତୁର୍ଥ ଗୋଲ୍ଡ

ଟୋକିଓ, (ଓଡିଶା ଟାଇମ୍): ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ୟାଡ୍‌ମିଣ୍ଟନ ପୁରୁଷ ଏକକ ବର୍ଗରେ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଏହା ସହିତ ପ୍ରଥମ ଭାରତୀୟ ଭାବେ ସେ ପାରାଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ଜିତିଛନ୍ତି। … Read More

ଖୁସିରେ ଗୁଳି ବିନିମୟ କଲେ ତାଲିବାନ : ଫାୟାରିଂରେ ଅନେକ ମହିଳା ଓ ଶିଶୁ ମୃତ୍ୟୁ

କାବୁଲ, (ଓଡିଶା ଟାଇମ୍): ଖବର ମିଳିଲା ପଞ୍ଜଶିରକୁ ତାଲିବାନ ଆତଙ୍କିମାନେ ଦଖଲ କରିନେଇଛନ୍ତି। ସେହି ଖବର କେତେ ଠିକ୍‍ ବା ଭୁଲ ତାହା କାବୁଲ ସମେତ ଆଫଗାନିସ୍ତାନର ଅନ୍ୟାନ୍ୟ ଭାଗରେ ଥିବା ତାଲିବାନ ଆତଙ୍କିମାନେ ଜାଣିବାକୁ ଚେଷ୍ଟା କଲେନାହିଁ। ଆରମ୍ଭ କରିଦେଲେ … Read More

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ, ଅକ୍ଟୋବର ୩ରେ ଗଣତି

ପିପିଲି, (ଓଡିଶା ଟାଇମ୍): ସେପ୍ଟେମ୍ବର ୩୦ରେ ହେବ ପିପିଲି ଉପନିର୍ବାଚନ । ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ । କରୋନା ପାଇଁ ସ୍ଥଗିତ ଥିଲା ନିର୍ବାଚନ । ଖବର ଅନୁଯାୟୀ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ … Read More

ଖୁବ୍‌ଶୀଘ୍ର ୫ ଜିଲ୍ଲାରେ ପ୍ରତିଷ୍ଠା ହେବ କର୍ମଜୀବୀ ମହିଳା ହଷ୍ଟେଲ

ଭୁବନେଶ୍ବର, (ଓଡିଶା ଟାଇମ୍): ମୌସୁମୀ ଅଧିବେଶନ ଚତୁର୍ଥ ଦିନରେ ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଛି । ବିଧାନସଭାର ପ୍ରଶ୍ନକାଳରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ଦେଇ କହିଛନ୍ତି, କର୍ମଜୀବୀ ମହିଳାମାନଙ୍କ … Read More

ଦୂତିଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଅଭିଯୋଗ; ସମ୍ପାଦକଙ୍କ ପରେ ଗିରଫ ହେଲେ ରିପୋର୍ଟର

ଭୁବନେଶ୍ବର, ଓଡିଶା ଟାଇମ୍): ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି ମାନସିକ ନିର୍ଯାତନା ଦେଉଥିବା ନେଇ  ଅଲିମ୍ପିଆନ୍ ଦୂତୀ ଚାନ୍ଦ ଏକ ୱେବ  ଚ୍ୟାନେଲ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ଏହି ଅଭିଯୋଗ କ୍ରମେ ଗତକାଲି ପୁଲିସ୍‌  ଉକ୍ତ ୱେବ୍‌ ଚ୍ୟାନେଲର … Read More

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୨୦୩୦ ସୁଦ୍ଧା ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ହାସଲ ଲକ୍ଷ୍ୟ : ମୁକେଶ ଅମ୍ବାନି

  ସବୁଜ ଶକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବ ଭାରତ: ମୁକେଶ ଅମ୍ବାନି ଭୁବନେଶ୍ୱର: ୨୦୩୦ ସୁଦ୍ଧା ୪୫୦ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଥିରେ  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଯୋଗଦାନ  … Read More

ଭାରତର ନ୍ୟାୟପାଳିକା ଇତିହାସରେ ରେକର୍ଡ; ୧୨ ହାଇକୋର୍ଟ ପାଇଁ ୬୮ ବିଚାରପତିଙ୍କ ନାମକୁ ଅନୁମୋଦନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତର ସୁପ୍ରିମକୋର୍ଟର କଲେଜିୟମ ଦେଶର ବିଭିନ୍ନ ୧୨ଟି ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତି ପାଇଁ ୬୮ ଜଣଙ୍କ ନାମକୁ ଅନୁମୋଦନ କରିଛି। ସେମାନଙ୍କ ମଧ୍ୟରେ ୪୪ ଜଣ ଆଇନଜୀବୀ ରହିଛନ୍ତି। ସୁପ୍ରିମକୋର୍ଟର ମାନ୍ୟବର ପ୍ରଧାନ ବିଚାରପତି ଜଷ୍ଟିସ … Read More

କାହାପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼: ରାଜ୍ୟର ୭୫ ପ୍ରତିଶତ ଗାଁରେ ନାହିଁ ସ୍ୱାସ୍ଥ୍ୟକେନ୍ଦ୍ର, ଦେଶରେ ତଳଆଡ଼ୁ ତିନି ନମ୍ବର

ଭୁବନେଶ୍ୱର, (ହରିହର ପଣ୍ଡା) : ସ୍ୱାସ୍ଥ୍ୟସେବା ଲାଗି ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ଘୋଷଣା କରି ଚାଲିଛନ୍ତି । ବର୍ଷକୁ ବର୍ଷ ସ୍ୱାସ୍ଥ୍ୟସେବାର ବିକାଶ ଲାଗି ସରକାର ବଜେଟ୍ ପରିମାଣ ମଧ୍ୟ ବଢ଼ାଉଛନ୍ତି । ଚଳିତ ବର୍ଷ ବଜେଟ୍‌ରେ ପ୍ରାୟ … Read More