ସ୍ୱପ୍ନ ପୂରଣ କଲେ ନୀରଜ: ବାପା, ମାଆଙ୍କୁ ପ୍ରଥମ ଥର ପାଇଁ ବିମାନରେ କରାଇଲେ ଯାତ୍ରା
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଭାରତୀୟ ଆଥଲେଟ୍ ନୀରଜ ଚୋପ୍ରାଙ୍କ ଆଉ ଏକ ସ୍ୱପ୍ନ ସାକାର ହୋଇଛି । ଜାଭେଲିନ୍ ଥ୍ରୋରେ ଭାରତର ପ୍ରଥମ ଅଲିମ୍ପିକ୍ ପଦକ ଜିତିଥିବା ନୀରଜ ଶନିବାର … Read More











