ବିମାନ ଚଳାଚଳ ନିମନ୍ତେ ଡିଜିସିଏକୁ ଚିଠି ଲେଖିଲା ତାଲିବାନ
କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନକୁ ବାଣିଜ୍ୟିକ ବିମାନ ଚଳାଚଳ କରିବା ଲାଗି ତାଲିବାନ ସରକାର ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ)କୁ ଚିଠି ଲେଖିଛି। ଇସଲାମିକ ଇମରେଟ୍ସ ଇ ଆଫଗାନିସ୍ତାନର ଏହି ଚିଠି ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ … Read More











