ନକଲି ଆର୍ଟିଓ ଗିରଫ, ମିଛ କହି ଲୁଟୁଥିଲେ ଟଙ୍କା
ବରଗଡ଼, (ଓଡିଶା ଟାଇମ୍): ନିଜକୁ ଆରଟିଓ ଅଧିକାରୀ ବୋଲି ପରିଚୟ ଦେଉଥିଲେ। ଜାତୀୟ ରାଜପଥରେ ଯାଉଥିବା ଟ୍ରକ୍ ଓ ଅନ୍ୟ ଗାଡ଼ିକୁ ଅଟକାଇ ଟଙ୍କା ଆଦାୟ କରୁଥିଲେ। କିନ୍ତୁ ଶେଷରେ ତାଙ୍କୁ ଗିରଫ କରିଛି ପୁଲିସ୍। ଘଟଣାଟି ବରଗଡ଼ ଜିଲ୍ଲାର। ଗିରଫ … Read More











