ଆଜି ୧୨ ଘଣ୍ଟିଆ ଜଗତସିଂହପୁର ବନ୍ଦ, ଗାଡ଼ି ଚଳାଚଳ ସବୁ ଠପ୍‌

ଜଗତସିଂହପୁର,(ଓଡିଶା ଟାଇମ୍) : ଥମୁନି ମମିତା ହତ୍ୟା ତାତି । ବିଭିନ୍ନ ଜିଲ୍ଲାରେ ଆଜି ବି ବନ୍ଦ ପାଳନ କରିଛି ବିଜେପି । ଏହିପ୍ରରିପେକ୍ଷୀରେ ଆଜି ୧୨ ଘଣ୍ଟିଆ ଜଗତସିଂହପୁର ବନ୍ଦ । ସକାଳ ୬ରୁ ସଂଧ୍ୟା ୬ ଯାଏଁ ବନ୍ଦ … Read More

ଡାକ୍ତର ରମାରମଣ ମହାନ୍ତି ହେଲେ ନୂଆ ଡିଏମଇଟି

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡ଼ିଶା ରାଜ୍ୟ ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍‌ଇଟି) ହୋଇଛନ୍ତି ପ୍ରଫେସର ଡାକ୍ତର ରମା ରମଣ ମହାନ୍ତି । ଡାକ୍ତର ମହାନ୍ତି ଏବେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ଡିନ୍‌ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ସୁଯୋଗର ଉପଯୋଗ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆର୍ଥିକ ସହାୟତା ପାଇ କାର୍ଯ୍ୟ ହାସଲ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ । ଚାଷୀ- କୀଟ ନାଶକର ସଠିକ୍ ସମୟରେ … Read More

ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାରରେ ବାଇକ୍‌ରେ ପ୍ରବେଶ କଲେ ପୋଲିସ ବାବୁ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

ପୁରୀ, (ଓଡିଶା ଟାଇମ୍): ଶ୍ରୀକ୍ଷେତ୍ରରେ ଗୁଣ୍ଡିଚା ମନ୍ଦିର ଭିତରେ ପଶୁଛି ପୁଲିସବାବୁଙ୍କ ବାଇକ୍‌। ଯାହାର ଭିଡ଼ିଓ ସୋଶାଲ ମିଡ଼ିଆରେ ଭାଇରାଲ୍‌ ହୋଇଛି। ତେବେ ଏହି ଘଟଣା କେବେ ଘଟିଛି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ସେପଟେ ଏନେଇ ପୁରୀ ପୁଲିସ୍‌ ପକ୍ଷରୁ … Read More

ବାଣ ବିକ୍ରି ନେଇ ନିଷ୍ପତ୍ତି ନେବେ SRC : ହାଇକୋର୍ଟ

କଟକ,(ଓଡିଶା ଟାଇମ୍): ଦୀପାବଳିରେ ଗ୍ରୀନ୍ କ୍ରାକର ବା ସବୁଜ ବାଣ ବିକ୍ରି ହୋଇପାରିବକୁ ନାହିଁ ସେ ନେଇ ନିଷ୍ପତ୍ତି ନେବେ ସ୍ବତନ୍ତ୍ର ରିଲିଫ କମିଶନର । ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ … Read More

ରଜନୀକାନ୍ତ ଡାକ୍ତରଖାନାରେ ଭର୍ତ୍ତି

ଚେନ୍ନାଇ, (ଓଡିଶା ଟାଇମ୍): ପ୍ରଖ୍ୟାତ ଅଭିନେତା ତଥା ନିକଟରେ ଦାଦା ସାହେବ ଫାଲକେ ପୁରସ୍କାର ଗ୍ରହଣ କରିଥିବା ରଜନୀକାନ୍ତ ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଆଡମିଟ କରାଯାଇଛି। ହଠାତ୍‌ ରାଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବାରୁ ସମସ୍ତେ … Read More

ଟିଏମସିରେ ମିଶିଲେ ଟେନିସ୍‌ ଚମ୍ପିୟନ୍‌ ଲିଏଣ୍ଡର ପେସ୍‌ ଓ ଅଭିନେତ୍ରୀ ନଫିସା ଅଲୀ

ପଣାଜୀ, (ଓଡ଼ିଆ ଟାଇମ୍): ପ୍ରସିଦ୍ଧ ଟେନିସ୍‌ କ୍ରୀଡ଼ାବିତ୍‌ ଲିଏଣ୍ଡର ପେସ୍‌ ଗୋଆରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ଆଜି ବଲିଉଡ଼ ଅଭିନେତ୍ରୀ ନଫିସା ଅଲୀ ଓ ମୃଣାଳିନୀ ଦେଶପ୍ରଭୁ ଦିଦିଙ୍କ ଉପସ୍ଥିତିରେ … Read More

ଦେଶରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ … Read More

୨୪ ଘଣ୍ଟାରେ ବାହାରିଲେ ୩୬୫ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୦୫୯୫ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୨ … Read More

ଫେସବୁକର ନୂଆ ନାଁ ‘ମେଟା’, ୧୬ ବର୍ଷ ପରେ କମ୍ପାନୀ ବଦଳାଇଲା ନାଁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସାନଫ୍ରାନ୍ସିକୋ: ବିଶ୍ୱର ସର୍ବାଧିକ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ କମ୍ପାନୀ ଫେସ୍‌ବୁକ୍‌ ଶେଷରେ  ନିଜ ନାଁ ବଦଳାଇ ଦେଇଛି ।  ଦୀର୍ଘ ୧୭ ବର୍ଷ ପରେ ଏଣିକି ଫେସବୁକ୍‌ର ମୂଳ କମ୍ପାନୀର ନାଁ ରହିବ ‘ମେଟା’ । ଏନେଇ … Read More