ନୂଆ ରୂପରେ ଆସୁଛି ମାରୁତିର ଏହି ଶସ୍ତା କାର୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଗ୍ରାହକଙ୍କ ପାଇଁ ମାରୁତି ଆଣୁଛି ଖୁସି ଖବର । ଦେଶର ଅଗ୍ରଣୀ ଅଟୋମେକର୍ ମାରୁତି ସୁଜୁକି କମ୍ପାନୀ ଚଳିତ ବର୍ଷ ଗ୍ରାହକ ମାନଙ୍କ ପାଇଁ କିଛି ନୂତନ ମଡେଲ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ପ୍ରସ୍ତୁତ କରାଯାଉଥିବା … Read More











