ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି, ବର ସମେତ ୯ମୃତ

କୋଟା, (ଓଡିଶା ଟାଇମ୍): ପୋଲ ତଳକୁ ଖସିଲା ବରଯାତ୍ରୀ ଗାଡି। ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଛି ରାଜସ୍ଥାନର କୋଟାରେ । ଚାମ୍ବଲ ନଦୀରେ ଖସିପଡିଛି ଏକ ବରଯାତ୍ରୀ ଗାଡି । ବିଳମ୍ବିତ ରାତିରେ ବର ଯାତ୍ରୀ ଯାଉଥିବାବେଳେ ଘଟିଛି ଅଘଟଣ । … Read More

ଆମେରିକାରେ କମୁନି କରୋନା ସଂକ୍ରମଣ, ବଢ଼ିଲା ଜରୁରୀକାଳୀନ ପରିସ୍ଥିତି ଅବଧି

ଆମେରିକା,  (ଓଡିଶା ଟାଇମ୍): କରୋନା କବଳରେ ଏବେବି ଆମେରିକା । ଆମେରିକାରେ ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମଣ ଜାରି ରହିଛି । ପ୍ରତ୍ୟେକ ଦିନ ଆମେରିକାରେ ଏକ ଲକ୍ଷ ଉପରେ ଆସୁଛି କରୋନା ଦୈନିକ ସଂକ୍ରମଣ ମାମଲା । ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା … Read More

ଆଜି ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗଦେବେ ରାଷ୍ଟ୍ରପତି

ପୁରୀ, (ଓଡିଶା ଟାଇମ୍): ଗୌଡୀୟ ମିଶନ ପ୍ରତିଷ୍ଠାତା ଶ୍ରୀଳ ଭକ୍ତିସିଦ୍ଧାନ୍ତ ଗୋସ୍ବାମୀ ପ୍ରଭୁପାଦଙ୍କ ଆଜି ୧୫୦ତମ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବେ। ପୁରୀ ଚୈତନ୍ୟ ଗୌଡୀୟ ମଠକୁ ଯାଇ ଶ୍ରୀଳ ଭକ୍ତିସିଦ୍ଧାନ୍ତଙ୍କ ପ୍ରତିମୂର୍ତ୍ତିରେ ଭକ୍ତିଅର୍ଘ୍ୟ ପ୍ରଦାନ କରିବା ସହ … Read More

ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯୨ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୪୯୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୨୪୮୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ … Read More

ଭାରତ ଆରମ୍ଭ କରିବ ଡିଜିଟାଲ୍‌ ମୁଦ୍ରା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦେଶରେ ଡିଜିଟାଲ୍‌ ମୁଦ୍ରା କାରବାର ଆରମ୍ଭ କରାଯିବ। ଏଥିନେଇ ରିଜର୍ଭ ବ୍ୟାଙ୍କ୍‌ ସ୍ଵତନ୍ତ୍ର କରେନ୍ସୀ ପ୍ରଚଳନ କରିବ। ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ବଜେଯ୍‌ ଅଭିଭାଷଣ … Read More

ଡିଜିଟାଲ୍‌ ବିଶ୍ୱବିଦ୍ୟାଳୟ ସାଙ୍ଗକୁ ୪୦୦ ଟିଭି ଚ୍ୟାନେଲ୍‌ରେ ପ୍ରସାରଣ ହେବ ପିଲାଙ୍କ ପାଠ୍ୟକ୍ରମ

ଭୁବନେଶ୍ୱର (ଓଡ଼ିଶା ଟାଇମ୍‌):  କରୋନା ମହାମାରୀକାଳରେ ବାଧାପ୍ରାପ୍ତ ହୋଇଛି ପିଲାଙ୍କ ପାଠ୍ୟକ୍ରମ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସ୍ୱତନ୍ତ୍ର ଡିଜିଟାଲ୍‌ ବିଶ୍ୱବିଦ୍ୟାଳୟ। ଖାଲି ସେତିକି ନୁହେଁ, ଦୁର୍ଗମ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳ ବିଶେଷକରି ଆଦିବାସୀ ଅଧ୍ୟୁଷିତ … Read More

ଲୋକସଭାରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରୁଛନ୍ତି ବଜେଟ୍‌ ୨୦୨୨-୨୩- ଜାଣନ୍ତୁ ଅପ୍‌ଡେଟ୍‌

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌) : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତାର ଚତୁର୍ଥଥର ପାଇଁ ଦେଶର ବଜେଟ୍‌ ଉପସ୍ଥାପନ କରୁଛନ୍ତି। ସ୍ୱାଧୀନ ଭାରତ ୧୦୦ ବର୍ଷରେ ପହଞ୍ଚିବାକୁ ଆଖିରେ ରଖି ଏହି ବଜେଟ୍‌ ପ୍ରସ୍ତୁତ କରାଯାଇଛି। ଏହି ସମୟରେ ଦେଶର ମୁଳଦୂଆକୁ … Read More

ଓଡ଼ିଶାରେ ଖୁବ୍ ଶୀଘ୍ର କମିବ ଶୀତ

ଭୁବନେଶ୍ୱର, : ଓଡ଼ିଶାରେ ଜାରି ରହିଥିବା ଶୀତର ପ୍ରକୋପ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ଏବଂ ଫେବୃଆରୀ ୨ ତାରିଖ ଠାରୁ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଶିକ୍ଷା ଓ … Read More

ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା … Read More

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୮ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫୨୧୪୫ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୭ ଜଣ … Read More