ଭୁବନେଶ୍ୱର ବିମାନବନ୍ଦରର ହେବ ଘରୋଇକରଣ: କେନ୍ଦ୍ର
ଭୁବନେଶ୍ବର, (ଓଡିଶା ଟାଇମ୍): ଭୂବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିୟ ବିମାନ ବନ୍ଦର ଘରୋଇକରଣ ଲାଗି ନିଷ୍ପତି ହୋଇଛି ବୋଲି ଆଜି ରାଜ୍ୟସଭାରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି କେ ସିଂ ଜଣାଇଛନ୍ତି। ରାଜ୍ୟସଭା ସାଂସଦ ସୁବାସ … Read More











