୩୮ ମାଙ୍କଡ଼ଙ୍କୁ ନୃଶଂସ ହତ୍ୟା: ବିଷ ଦେଲେ, ଅଖାରେ ଭର୍ତ୍ତି କରି ପ୍ରବଳ ପିଟିଲେ
କର୍ଣାଟକ, (ଓଡିଶା ଟାଇମ୍) : କର୍ଣ୍ଣାଟକର ହାସନ୍ ଜିଲାରେ ୩୮ଟି ମାଙ୍କଡ଼ଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ବସ୍ତାରେ ଭର୍ତ୍ତି ସେମାନଙ୍କ ମୃତଦେହ ଚୋୱାନାହାଲିଠାରୁ ଜବତ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନାନୁଯାୟୀ ଦୁର୍ବୃତ୍ତମାନେ ୫୦ରୁ ଅଧିକ ମାଙ୍କଡ଼ଙ୍କୁ … Read More











