ଭିଜିଲାନ୍ସ କବ୍ଜାରେ ୨ ପ୍ରଦୂଷଣ ବିଭାଗ ଅଧିକାରୀ
ଭୁବନେଶ୍ବର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଦୁଇ ଓଏସ୍ପିସିବି ଅଧିକାରୀ । ରାଉରକେଲା ଆଞ୍ଚଳିକ ପଲ୍ୟୁସନ୍ ଅଧିକାରୀ ଡଃ ପିକେ ମହାପାତ୍ରଙ୍କୁ ଭିଜିଲାନ୍ସ ଧରିଛି । ତାଙ୍କ ଠାରୁ ୧ ଲକ୍ଷ ୭୫ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ … Read More











