ବଡ଼ ଧରଣର ଆତଙ୍କୀ ହମଲା: ୫ ଯବାନ ସହିଦ
ରଜୌରୀ,(ଓଡିଶାଟାଇମ୍) : ପୁଣିଥରେ ବଡ଼ଧରରଣ ହମଲାରେ ଥରି ଉଠିଛି ଜମ୍ମୁ-କଶ୍ମୀର। ଆଜି ଆତଙ୍କବାଦୀମାନେ କରିଥିବା ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ସେକ୍ଟର୍ରେ ଏପରି ହମଲା ହୋଇଛି। ଏବେ ବି ସେଠାରେ ଗୁଳି ବିନିୟମ ଜାରି ରହିଥିବା … Read More











