ରାଜ୍ୟରେ ଆଉ ୧୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ … Read More

ଖୋର୍ଦ୍ଧା ଏସ୍‌ପିଙ୍କୁ କରୋନା

ଖୁର୍ଦ୍ଧା, (ଓଡିଶା ଟାଇମ୍) :ଖୋର୍ଦ୍ଧା ଏସପିଙ୍କୁ କରୋନା । ଏସପି ଅଜୟ ପ୍ରତାପ ସ୍ବାଇଁଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ସ୍ବାବ୍ ଟେଷ୍ଟରୁ ସେ କରୋନା ପଜିଟିଭ୍ ଥିବା ସୂଚନା ମିଳିଛି । ପୂର୍ବରୁ ଜିଲ୍ଲା ପୋଲିସ … Read More

ବୁଧବାର ମାଲଗୋଦାମକୁ ବନ୍ଦ ରଖିବା ଲାଗି ନିଷ୍ପତ୍ତି, ସିଏମସି ପକ୍ଷରୁ ସୂଚନା

କଟକ , (ଓଡିଶା ଟାଇମ୍) : ଏଣିକି ପ୍ରତ୍ୟେକ ବୁଧବାର କଟକ ମାଲଗୋଦାମ ବନ୍ଦ ରହିବ । ମାଲଗୋଦାମ ନିକଟରେ ଥିବା ବେହେରାସାହିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ କଟକ ମହାନଗର ନିଗମ ( CMC ) ପକ୍ଷରୁ ଏହି ପଦକ୍ଷେପ … Read More

ରାଜ୍ୟରେ ଖୋଲା ହେଲା ଆଉ ୨ଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ବର, (ଓଡିଶା ଟାଇମ୍) : ବ୍ରହ୍ମପୁର ଓ ବୁର୍ଲାରେ ନୂଆ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି । ଭିଡ଼ିଓ କନଫରେନ୍ସ ଜରିଆରେ ୨ଟି ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ କଟକ, ଭୁବନେଶ୍ୱର ଓ ରାଉରକେଲାରେ … Read More

ଭୁବନେଶ୍ୱରରୁ ଆଜି ୧୩୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ପୁଣି ଭୁବନେଶ୍ଵର ୧୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୩୭ଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୪ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ୧୧୮ଜଣ … Read More

ଦାରିଙ୍ଗବାଡି ବିଡ଼ିଓ କୋରୋନା ପଜିଟିଭ ଚିହ୍ନଟ

କନ୍ଧମାଳ, (ଓଡିଶା ଟାଇମ୍) : କନ୍ଧମାଳ ଜିଲ୍ଲାରେ ଆଜି ୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ଦାରିଙ୍ଗବାଡି ବିଡ଼ିଓଙ୍କ ସମେତ ଜଣେ ଅଙ୍ଗନବାଡି କର୍ମୀ ଓ ୩ ଜଣ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ରହିଛନ୍ତି। ବାକି ୧୫ ଜଣ … Read More

ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିୱାରୀଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) : ପୂର୍ବତନ ପୋଲିସ ଡିଜି ଏସ୍.ଏନ୍. ତିଓ୍ବାରୀଙ୍କ ପରଲୋକ ଘଟିଛି । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ହେଲା ସେ କ୍ୟାନସର ରୋଗରେ ପୀଡିତ ହୋଇ ମେଡିକାଲରେ … Read More

ନୀଳଗିରିରେ ୬ ମାସର ଶିଶୁ ପୁତ୍ର କରୋନା ପଜିଟିଭ

ନୀଳଗିରି, (ଓଡିଶା ଟାଇମ୍) :ନୀଳଗିରି ଅଞ୍ଚଳରେ ଦିନକୁ ଦିନକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାକୁ ନେଇ ପ୍ରଶାସନର ମୁଣ୍ଡ ବିନ୍ଧା ପାଲଟିଛି। ନୀଳଗିରି ଏନଏସି ଅଧିନ ବାଲିଗୋହିରୀ ଅଞ୍ଚଳରେ ଏକ ୬ ମାସର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ଥିବା … Read More

କରୋନା ଯୋଦ୍ଧାଙ୍କ ପାଇଁ ଟ୍ବିନ୍‌ସିଟିରେ ଦୁଇ ମିନିଟ୍ ବନ୍ଦ ରହିବ ଟ୍ରାଫିକ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଟ୍ୱିନିସିଟିରେ ଦୁଇ ମିନିଟ ପାଇଁ ଟ୍ରାଫିକ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ୬ଟା ୨ମିନିଟ ଯାଏଁ ଟ୍ରାଫିକ ସେବା ବନ୍ଦ ରହିବା ନେଇ ସୂଚନା ମିଳିଛି । କୋଭିଡ଼ ଯୋଦ୍ଧାଙ୍କୁ ଉତ୍ସାହିତ ଓ … Read More

ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ସହକାରୀ ବନ ସଂରକ୍ଷକ

ପୁରୀ, (ଓଡିଶା ଟାଇମ୍) :ଭିଜିଲାନ୍ସ ଜାଲରେ ସହକାରୀ ବନ ସଂରକ୍ଷକ । ପୁରୀ ଜିଲ୍ଲା ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଜିଲ୍ଲା … Read More