ଆଜି ଗଡ଼ିବନି କୋଣାର୍କ ସ୍ବତନ୍ତ୍ର ଏକ୍ସପ୍ରେସ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱର : ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ରେଳ ଧାରଣା ଉପରେ ପାଣି ଜମି ରହିଛି। ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇପାରୁନାହିଁ। ତେଣୁ ଅଗଷ୍ଟ ୫ରେ ମୁମ୍ବାଇରୁ ଛାଡ଼ିବାକୁ ଥିବା ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ସ୍ୱତନ୍ତ୍ର … Read More

ବିଏମ୍‌ସି ଅଫିସରେ ପୁଣି ୨ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ଵରରେ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି। ଏ ମଧ୍ୟରେ ବିଏମସିର ଚିଫ୍‌ ଅଡିଟର ଓ ଜଣେ ପିଅନ କରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି । ଏହା ପରେ ଅଡିଟ ସେକସନକୁ ସିଲ୍‌ … Read More

୨ ଦିିନ ପାଇଁ ଭବାନୀପାଟଣା ସଟ୍‌ଡାଉନ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଦୁଇ ଦିନ ପାଇଁ ଭବାନୀପାଟଣା ସହର ସମ୍ପୂର୍ଣ୍ଣ ସଟଡାଉନ ଘୋଷଣା । ଗତକାଲି କଳାହାଣ୍ଡି ଜିଲ୍ଲାରେ ନୂଆ ୪୫ କରୋନା ଆକ୍ରନ୍ତ ଚିହ୍ନଟ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୫ କୁ ପହଁଞ୍ଚିଲା। ସେଥିମଧ୍ୟରୁ … Read More

ଦେଶର ନୂଆ CAG ହେଲେ ଗିରୀଶ ଚନ୍ଦ୍ର ମୁର୍ମୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଓଡ଼ିଶାରେ ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ(ସିଏଜି)। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସିଏଜି ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି ବିଜ୍ଞପ୍ତି … Read More

ରାଜ୍ୟରେ ଆଉ ୧୧୫୦ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ … Read More

ଭୁବନେଶ୍ୱରରୁ ଆଜି ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଭୁବନେଶ୍ୱରରୁ ୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୧୧୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୧ ଓ ସ୍ଥାନୀୟ ଅଞ୍ଚଳରୁ ୪୭ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି … Read More

ବଲାଙ୍ଗୀର ଜିଲ୍ଲା ୪ ଦିନ ପାଇଁ ସଟଡାଉନ୍

ବଲାଙ୍ଗୀର, (ଓଡିଶା ଟାଇମ୍) : ବଲାଙ୍ଗିର ଜିଲ୍ଲାରେ କରୋନା ସ୍ଥିତି ନିୟନ୍ତ୍ରଣ ଲାଗି ଜିଲ୍ଲା ପ୍ରଶାସନ ପୁଣି ଥରେ କଡା ପଦକ୍ଷେପ ନେଇଛି । ଜିଲ୍ଲାକୁ ୪ ଦିନିଆ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୮ ତାରିଖରୁ … Read More

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀଙ୍କୁ କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୧୦ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ବିଭାଗ ତରଫରୁ ସୂଚନା ମିଳିଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ … Read More

ରାଜ୍ୟର ସବୁ କୋଭିଡ଼ ହସ୍ପିଟାଲର ହେବ ଯାଞ୍ଚ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟର ସବୁ କୋଭିଡ଼ ହସ୍ପିଟାଲର ଯାଞ୍ଚ କରାଯିବ । କୋଭିଡ଼ ହସ୍ପିଟାଲରେ ଅଧିକାରୀମାନେ ଫାୟାର ସେପ୍ଟିଂ ବ୍ୟବସ୍ଥା ଯାଞ୍ଚ କରିବେ । ଏହି ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି । ଏହାସହ … Read More

କ୍ବାରେଣ୍ଟାଇନ୍‌ରେ ଗଲେ ୭୦ ଡାକ୍ତର

ସମ୍ବଲପୁର, (ଓଡିଶା ଟାଇମ୍) : ବୁର୍ଲା ଭୀମସାର ମେଡିସିନ୍ ଓପିଡି ଆଜିଠାରୁ ୧୨ ତାରିଖ ଯାଏଁ ବନ୍ଦ । ଏହା ସହ ୭୦ ଜଣ ଡାକ୍ତରଙ୍କୁ କ୍ବାରାଣ୍ଟାଇନ୍ ରେ ପଠାଯାଇଛି ।  ଏହି ୭୦ ଡାକ୍ତରଙ୍କ ମଧ୍ୟରେ କେବଳ ମେଡିସିନ୍ ବିଭାଗରୁ … Read More