ଅଟ୍ଟାରି ସୀମାରେ ଯବାନଙ୍କ ଗୁଳିରେ ଦୁଇ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପଞ୍ଜାବର ଅଟ୍ଟାରି ସୀମାନ୍ତ ରାଜତଳା ଅଞ୍ଚଳରେ ବିଳମ୍ବିତ ରାତିରେ ଭାରତୀୟ ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ଦୁଇଜଣ ଅନୁପ୍ରବେଶକାରୀ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି। ନିହତ ଅନୁପ୍ରବେଶକାରୀଙ୍କ ପାଖରେ … Read More

ପ୍ରଦୀପଙ୍କର ଆଜି ସରୁଛି ୨ ଦିନିଆ ରିମାଣ୍ଡ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆଜି ସରୁଛି ୨ ଦିନିଆ ରିମାଣ୍ଡ। ଏହି ଦୁଇଦିନ ଭିତରେ କ୍ରାଇମବ୍ରାଞ୍ଚ ଏସଆଇଟି ତାଙ୍କ ଠାରୁ ଟାଟା ନିଯୁକ୍ତି ଠକେଇ ସଂପର୍କରେ ଜେରା କରି ପ୍ରମାଣ ସଂଗ୍ରହ କରିଥାଇପାରେ। ଦୁଇ … Read More

ଟାଟା ଷ୍ଟିଲ୍ ଗ୍ରୁପ୍ ଓ ପିଜିଟିଆଇ ପକ୍ଷରୁ ଟାଟା ଷ୍ଟିଲ୍ ଟୁର୍ ଚାମ୍ପିଆନ୍‌ସିପ୍ ୨୦୨୦ ଆୟୋଜନ କରାଯିବ

ଭୁବନେଶ୍ବର, (ଓଡିଶା ଟାଇମ୍) : ଟାଟା ଷ୍ଟିଲ୍ ଗ୍ରୁପ୍ ଓ ପିଜିଟିଆଇ ପକ୍ଷରୁ ୨୦୨୦ ଡିସେମ୍ବର ୧୭-୨୦ ପର୍ଯ୍ୟନ୍ତ ଜାମସେଦପୁରର ବେଲଡିହ ଓ ଗୋଲ୍‌ମୁରୀ ଗଲ୍‌ଫ କୋର୍ସ୍‌ରେ ଟାଟା ଷ୍ଟିଲ୍ ଟୁର୍ ଚାମ୍ପିଆନ୍‌ସିପ୍ ଆୟୋଜନ କରାଯିବ । ଏଥିରେ ୧.୫ କୋଟି … Read More

ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ । ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା, ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ସ୍ଥାନାନ୍ତର ସୂଚନା । ସୂଚନା ଅନୁଯାୟୀ, … Read More

ବୈଜୟନ୍ତ ପଣ୍ଡାଙ୍କ ଦୁଇ ଦିନିଆ ଆସାମ ଗସ୍ତ, ଆସାମ ପ୍ରଭାରୀ ଦାୟିତ୍ବ ପରେ ପ୍ରଥମ ଗସ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) :ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆସାମ ପ୍ରଭାରୀ ହେବା ପରେ ଆଜି ଦୁଇଦିନିଆ ଆସାମ ଗସ୍ତରେ ଯାଇଛନ୍ତି। ସେଠାରେ ସେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆସାମ ସହ-ପ୍ରଭାରୀ … Read More

ପରୀ ହତ୍ୟା ମାମଲା : ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା ଏସଆଇଟି

ଭୁବନେଶ୍ବର, (ଓଡିଶା ଟାଇମ୍) : ନୟାଗଡ଼ ପରୀ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ଆଜି କ୍ରାଇମବ୍ରାଞ୍ଚ SIT ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଛି   ରିପୋର୍ଟ। ବନ୍ଦ ଲଫାଫାରେ ଏହି ରିପୋର୍ଟ ଦିଆଯାଇଥିଲେ ହେଁ ଏଥିରେ ଚାଞ୍ଚଲ୍ୟକର ତଥ୍ୟ ଥିବା … Read More

ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟା ମଧ୍ୟରେ ୪୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୨୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୪୦୭ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୪୦୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୪୭୯୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଆଜି ବିଜୟ ଦିବସ : ପାକ୍ ଯୁଦ୍ଧର ୫୦ତମ ବାର୍ଷିକୀ ପାଳନ କରିବ ଭାରତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ହେଉଛି ବିଜୟ ଦିବସ । ପାକ୍ ଯୁଦ୍ଧର ୫୦ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ଦେଶ । ଏହି ଅବସରରେ ଆଜି ପ୍ରଧାମନ୍ତ୍ରୀ ମୋଦି ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ୱଳିତ କରିବେ। ଡିସେମ୍ବର ୧୯୭୧ରେ ଭାରତୀୟ … Read More

ଜଷ୍ଟିସ ମୁରଲୀଧର ହେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

କଟକ, (ଓଡିଶା ଟାଇମ୍) : ଜଷ୍ଟିସ ଏସ ମୁରଲୀଧର ହେବେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ସୁପ୍ରିମକୋର୍ଟ କଲେଜିୟମ୍ ଜଷ୍ଟିସ୍ ମୁରଲୀଧରଙ୍କ ନାଁ ସୁପାରିଶ କରିଛି । ସେ ବର୍ତ୍ତମାନର ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କ ସ୍ଥାନ ନେବେ।  ତେବେ ଜଷ୍ଟିସ୍ … Read More