ଏନ୍ପିସିଆଇ ପକ୍ଷରୁ ରୁପେ କଂଟାକ୍ଟଲେସ୍ରେ ନୂଆ ସୁବିଧା
ଭୁବନେଶ୍ବର, (ଓଡିଶା ଟାଇମ୍) :ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ପକ୍ଷରୁ କୁହାଯାଇଛି ଯେ ଏହା ରୁପେ କଂଟାକ୍ଟଲେସ୍ (ଅଫ୍ଲାଇନ୍) ସୁବିଧା ଉପସ୍ଥାପନ କରିଛି ଯାହା ଦୈନନ୍ଦିନ କାରବାର ଲାଗି ରୁପେ କାର୍ଡରେ ରିଲୋଡେବଲ୍ ୱାଲେଟ୍ ପ୍ରଦାନ କରୁଛି । … Read More











