କୋଭିଡ କଟକଣା କୋହଳ ସମ୍ପର୍କରେ ଆଜି ବୈଠକ

ପୁରୀ, (ଓଡିଶା ଟାଇମ୍) : ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ କୋଭିଡ କଟକଣା କୋହଳ କରାଯିବା ସମ୍ପର୍କରେ ବିଚାର କରୁଛି ମନ୍ଦିର ପ୍ରଶାସନ। କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ବଳବତ୍ତର ରହିବ ନା ପ୍ରତ୍ୟାହାର କରାଯିବ ସେ ସମ୍ପର୍କରେ ଆଲୋଚନା ପାଇଁ … Read More

ସୋଆ ପକ୍ଷରୁ ପ୍ରଥମ ଓଡିକନ୍ – ୨୦୨୧ ଆୟୋଜନ: କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଆନ୍ତର୍ଜାତିକ ବିଶେଷଜ୍ଞ

ଭୁବନେଶ୍ବର, (ଓଡିଶା ଟାଇମ୍) :ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଦୁଇ ଦିନିଆ ପ୍ରଥମ ଓଡ଼ିଶା ଅନ୍ତର୍ଜାତୀୟ କର୍ମଶାଳା ‘ଇଲେକ୍ଟ୍ରିକାଲ୍ ପାୱାର ଇଞ୍ଜିନିୟରିଂ, କମ୍ୟୁନିକେସନ ଆଣ୍ଡ୍‌ କମ୍ପ୍ୟୁଟିଙ୍ଗ୍ ଟେକ୍ନୋଲୋଜି’ (ଓଡିକନ୍‌-୨୦୨୧)ର ଆୟୋଜନ କରାଯାଇଥିବା ବେଳେ ଏହି କର୍ମଶାଳାରେ ରିନ୍ୟୁଏବଲ୍ ଏନର୍ଜି ଏବଂ … Read More

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଶିଷ୍ଟ ସିଭିଟିଏସ୍ ସର୍ଜନ୍‌ଙ୍କ ଯୋଗଦାନ

ଭୁବନେଶ୍ବର, (ଓଡିଶା ଟାଇମ୍) :ଦକ୍ଷ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡଃ ବନ ବିହାରୀ ମିଶ୍ର ସିନିୟର କନ୍‌ସଲ୍‌ଟାନ୍‌ଟ ଭାବେ ସମ୍ ଅଲ୍ଟିମେଟ ମେଡିକେୟାରରେ ଯୋଗ ଦେଇଛନ୍ତି। ଡଃ ମିଶ୍ରଙ୍କର ବିଭିନ୍ନ କର୍ପୋରେଟ୍ ହସ୍ପିଟାଲ୍‌ରେ ୧୩ ବର୍ଷର କାର୍ଯ୍ୟ କରିବା ଅଭିଜ୍ଞତା ରହିଥିବା … Read More

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍) :ସ୍ବଚ୍ଛ ବିନ୍ଦୁ ସାଗର ପ୍ରକଳ୍ପର ହେଲା ଶୁଭାରମ୍ଭ । କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ୍‍ ଏବଂ ପ୍ରାକୃତିକ ଗ୍ୟାସ୍‍ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରକଳ୍ପ ପାଇଁ ଇଣ୍ଡିଆନ … Read More

ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ୨୦୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୦୬ କୋଭିଡ୍ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୬୦୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଦେଶରେ ନୂଆ ସଂକ୍ରମିତ ୧୮,୨୨୨

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦେଶରେ ଦୈନିକ ସଂକ୍ରମଣରେ ହ୍ରାସ ପାଉଥିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଦେଶରେ ୨୪ ଘଣ୍ଟାରେ ୧୮,୨୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୨୨୮ ଆକ୍ରାନ୍ତଙ୍କ ମୃତ୍ୟୁ … Read More

ଭାରତ-ପାକ୍ ସୀମାରୁ ୬ ପାକିସ୍ତାନୀ ସୈନ୍ୟ ଗିରଫ

ଶ୍ରୀନଗର, (ଓଡିଶା ଟାଇମ୍) :ସୀମା ସୁରକ୍ଷା ବଳ ବା ବିଏସଏଫ ଶୁକ୍ରବାର ପଞ୍ଜାବର ଭାରତ-ପାକ୍ ଅନ୍ତରାଷ୍ଟ୍ରୀୟ ସୀମା ନିକଟରୁ ୬ ପାକିସ୍ତାନୀ ଯବାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ସମସ୍ତ ଯବାନଙ୍କ ବୟସ ୨୦ରୁ ୨୧ ବର୍ଷ ବୋଲି … Read More

ମହାରାଷ୍ଟ୍ରରର ହସ୍ପିଟାଲରେ ଅଗ୍ନିକାଣ୍ଡ ; ୧୦ ଶିଶୁ ମୃତ

ମହାରାଷ୍ଟ୍ର, (ଓଡିଶା ଟାଇମ୍) : ମହାରାଷ୍ଟ୍ରର ଭଣ୍ଡାରାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଥିବା ଜଣାପଡ଼ିଛି। ରାତି ପ୍ରାୟ ୨ଟା ସମୟରେ ଭଣ୍ଡାରା ଜିଲାରେ ଥିବା ହସ୍ପିଟାଲରେ ନିଆଁ ଲାଗି ଯିବା ଫଳରେ ଶ୍ୱାସ ରୁଦ୍ଧ ହୋଇ ୧୦ … Read More

ଭୁଶୁଡ଼ିଲା କୋଲାବ ମୁଖ୍ୟ କେନାଲ ବନ୍ଧ, ଜମିରେ ମାଡ଼ିଲା ପାଣି

ଜୟପୁର, (ଓଡିଶା ଟାଇମ୍) : ଭାଙ୍ଗିଲା କୋଲାବ ଜଳଭଣ୍ଡାରର ମୁଖ୍ୟ କେନାଲ । ଜୟପୁର ସହରର ପାରାବେଡା ନିକଟ ଏକତାଗୁଡା ନିକଟରେ କୋଲାବ ଜଳଭଣ୍ଡାରର ମୁଖ୍ୟ କେନାଲ ଭାଙ୍ଗିଯାଇଛି । ଅତି ଦ୍ରୁତ ଗତିରେ ମାଡୁଛି କେନାଲ ପାଣି । ପାଣିର … Read More