ଭୁଶୁଡିଲା ନିର୍ମାଣଧୀନ ବ୍ରିଜ୍, ଜଣେ ମୃତ, ୩ ଗୁରୁତର

ଉମରକୋଟ, (ଓଡିଶା ଟାଇମ୍) :ନିର୍ମାଣଧୀନ ବ୍ରିଜ୍ ଭୁଶୁଡି ଜଣେ ମୃତ ଏବଂ ୩ ଗୁରୁତର। ହସ୍ପିଟାଲରେ ଗୁରୁତରମାନଙ୍କୁ  ଭର୍ତ୍ତି କରାଯାଇଛି। ବଡକୁମାରୀ ବ୍ଳକ ଅନ୍ତର୍ଗତ ତାଳାପଦର ବ୍ରିଜ କାର୍ଯ୍ୟ ଚାଲୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁତର ୩ ଜଣ … Read More

ଦେଶରେ କରୋନା ଆରୋଗ୍ୟ ହାର ୯୬.୪୨%କୁ ବୃଦ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୬.୪୨ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୨୯୯ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଆରୋଗ୍ୟଙ୍କ ସଂଖ୍ୟା ୧ କୋଟି ୭୫ ହଜାର ୯୫୦ରେ … Read More

ହଟିଲା କଟକଣା : ୨୧ରୁ ଦରକାର ପଡିବନି କୋଭିଡ଼୍‌ ନେଗେଟିଭ୍‌ ରିପୋର୍ଟ

ପୁରୀ, (ଓଡିଶା ଟାଇମ୍) :ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ବସିଥିବା  ବୈଠକ ଶେଷ ହୋଇଛି । ଏଣିକି ଭକ୍ତମାନେ ସିଧା ଠାକୁରଙ୍କୁ ଦର୍ଶନ କରିପାରିବେ । ଆଉ ଦରକାର ପଡିବନି କୋଭିଡ ନେଗେଟିଭ୍‌ ରିପୋର୍ଟ । ଏହି ନିୟମ ଆସନ୍ତା ୨୧ତାରିଖ … Read More

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ ଘୋଷଣା-‘ରାଜ୍ୟରେ ସମସ୍ତଙ୍କୁ ମାଗଣାରେ ମିଳିବ କରୋନା ଭ୍ୟାକସିନ୍’

କୋଲକାତା, (ଓଡିଶା ଟାଇମ୍) :ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଭ୍ୟାକସିନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ରାଜ୍ୟ ସରକାର ରାଜ୍ୟରେ ସମସ୍ତ ଅଭାବୀ ଲୋକଙ୍କୁ କରୋନା ଟିକା ଫ୍ରିରେ ଦେବ। ରାଜ୍ୟ ସରକାର … Read More

ସବୁ ମନ୍ତ୍ରୀ ଦେଲେ ସମ୍ପତ୍ତି ତାଲିକା, କିଏ କେତେ ଧନୀ ଜାଣନ୍ତୁ

ଭୁବନେଶ୍ବର, (ଓଡିଶା ଟାଇମ୍) :୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟର ସମସ୍ତ ମନ୍ତ୍ରୀ ଆଜି ସେମାନଙ୍କ ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି। ଏହି ତାଲିକା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୬୪ କୋଟି ୯୮ ଲକ୍ଷ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୬୦ କୋଭିଡ୍ ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୧୮୬୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ସମ୍ପତ୍ତି ତାଲିକା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂପତ୍ତି ତାଲିକା ପ୍ରକାଶ। ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ସଂପତ୍ତି ତାଲିକା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଜନପଥ ଶାଖାରେ ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ଜମା ରହିଛି। … Read More

ରାଜ୍ୟକୁ ୧୨ରୁ ଲେଉଟିବ ଶୀତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ସପ୍ତାହେ ବ୍ୟାପି ସାରା ରାଜ୍ୟରେ ଥଣ୍ଡା କମିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସବୁଠୁ କମ ଦାରିଙ୍ଗବାଡିରେ … Read More

ହାତୀ ଆକ୍ରମଣରେ ଦମ୍ପତି ଆହତ

ବାଲେଶ୍ୱର, (ଓଡିଶା ଟାଇମ୍) : ବାଲେଶ୍ୱର ଜିଲାର ନୀଳଗିରି କୁଳଡିହା ବନଖଣ୍ଡ ଜୁଣିଆ ଗାଁରେ ହାତୀଙ୍କ ଉପଦ୍ରବ ଦେଖାଦେଇଥିବା ରବିବାର ଜଣାପଡ଼ିଛି। ହାତୀ ଆକ୍ରମଣରେ ଏକ ଦମ୍ପତି ଆହତ ହୋଇଛନ୍ତି। ଆକ୍ରାମଣରେ ସ୍ୱାମୀ ଗୁରୁତର ଓ ସ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। … Read More

ପାଣି ଭିତରୁ ମିଳିଲା ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ଓ ଯାତ୍ରୀଙ୍କ ଅଙ୍ଗ

ଜାକର୍ତ୍ତା, (ଓଡିଶା ଟାଇମ୍) : ଇଣ୍ଡୋନେସିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାତ୍ରୀବାହୀ ବିମାନର ଭଗ୍ନାବଶେଷ ଓ ଯାତ୍ରୀଙ୍କ ଶରୀରର ବିଭିନ୍ନ ଅଙ୍ଗ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ନିକଟରୁ ଠାବ କରାଯାଇଛି। ରବିବାର ଦିନ ପାଣିରୁ ଏସବୁକୁ ଠାବ କରାଯାଇଛି। ଉଡ଼ାଣ ଭରିବାର ମାତ୍ର … Read More