ଆଜି ବାଜିବ ୫ ରାଜ୍ୟର ନିର୍ବାଚନ ବିଗୁଲ !

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, ପୁଡୁଚେରୀ ଓ କେରଳ ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା ହୋଇପାରେ । ନିର୍ବାଚନ ଆୟୋଗ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଶୁକ୍ରବାର ୪ଟା୩୦ରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଏହି … Read More

୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା

ଫୁଲବାଣୀ, (ଓଡିଶା ଟାଇମ୍) :୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। କୌଣସି ପରିସ୍ଥିତିରେ ଶିଶୁମାନଙ୍କ ପ୍ରତି ନିର୍ଯାତନା କିମ୍ବା ଅବହେଳା ବରଦାସ୍ତ କରାଯିବ ନାହିଁ। ଏମିତି କିଛି  ଅଭିଯୋଗ ସାମ୍ନାକୁ ଆସିଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ … Read More

ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନାଗିରି, (ଓଡିଶା ଟାଇମ୍) :ଗତକାଲି ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ପୁଣି ଯବାନ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଜଣେ ଡି ଆର୍ ଜି ଯବାନ ଆହତ ହୋଇଛନ୍ତି। ଯବାନଙ୍କ ପାଲଟା ଗୁଳିରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ହେଲେ ମାଓବାଦୀଙ୍କ ୬ଟି … Read More

ଆଜି ଭାରତ ବନ୍ଦ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଶୁକ୍ରବାର ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଜିଏସ୍‌ଟିର ବିଭିନ୍ନ ସଂଶୋଧିତ ନିୟମକୁ ବିରୋଧ କରି ବ୍ୟବସାୟୀମାନେ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ପାଳନକୁ … Read More

ଦେଶର ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର, ମାର୍ଚ୍ଚ ପହିଲାରେ ପାରଦ ୪୦ ଡିଗ୍ରୀ ଛୁଇଁବ !

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ୱର ଲଗାତାର ଦୁଇଦିନ ହେବ ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ୱର ସର୍ବୋଚ୍ଚ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି । ରାଜସ୍ଥାନ, ଦିଲ୍ଲୀକୁ ବି ପଛରେ ପକାଇ ଦେଇଛି ଭୁବନେଶ୍ୱର ତାପମାତ୍ରା । … Read More

ସାଇବର ଠକେଇ ପାଇଁ ‘ସ୍ବତନ୍ତ୍ର କଲ୍‌ ସେଣ୍ଟର’

ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧ ଏବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି। ନୂଆ ନୂଆ ଉପାୟରେ ନିର୍ଦିଷ୍ଟ କିଛି କଲ୍‌ସେଣ୍ଟରରୁ ଏହା ପରିଚାଳିତ ହେଉଥିବା କମିସନରେଟ ପୁଲିସ ସନ୍ଦେହ କରୁଛି। କିଛି ନିର୍ଦିଷ୍ଟ ଗ୍ୟାଙ୍ଗ ବିଭିନ୍ନ ୱେବ୍‌ସାଇଟ୍‌ … Read More

ଆଜି ଫେବୃୟାରୀ ୨୬ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛ

ମେଷ ବହୁତ ଦିନରୁ ଚିନ୍ତା କରିପାରି ନ ଥିବା କାମଟିକୁ ଆଜି ହଠାତ୍ କରିବାକୁ ମନ ବଳାଇବେ । ନିର୍ଦ୍ଦିଷ୍ଟ ସମୟରେ ବନ୍ଧୁଙ୍କ ଉପସ୍ଥିତିର ଅଭାବକୁ ନେଇ କ୍ଷୋଭ ପ୍ରକାଶ କରିପାରନ୍ତି । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ … Read More

ଗୌହାଟୀରେ ବୈଜୟନ୍ତ ପଣ୍ଡାଙ୍କ ପରିବାର ସମ୍ପର୍କ ଅଭିଯାନ

ଭୁବନେଶ୍ବର, (ଓଡିଶା ଟାଇମ୍ଆ) : ଆସାମରେ ଆଗକୁ ବିଧାନସଭା ନିର୍ବାଚନ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ବିଜେପି ପ୍ରଭାରୀ ବୈଜୟନ୍ତ ପଣ୍ଡା ଆଜି ଗୌହାଟୀଠାରେ ପରିବାର ସମ୍ପର୍କ ଅଭିଯାନ କରିଛନ୍ତି। ଏହି ଅଭିଯାନରେ ସେ ଘରକୁ ଘର ବୁଲି … Read More

ଓଟିଟିରେ ସକ୍ରିୟ ହେଲା ସେନ୍ସର୍‌ ବୋର୍ଡ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତ ସରକାର ଗୁରୁବାର ସୋସାଲ୍‌ ମିଡିଆ ଏବଂ ଓଟିଟି ପ୍ଲାଟ୍‌ଫର୍ମ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ରବିଶଙ୍କର ପ୍ରସାଦ ଏକ ସାମ୍ୱାଦିକ ସମ୍ମୀଳନୀ କରି ଏହାର ସୂଚନା ଦେଇଛନ୍ତି । … Read More

ଭୁବନେଶ୍ୱର ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ, ଲକ୍ଷଣ ଦେଖାଗଲେ ଟେଷ୍ଟିଂ ଜରୁରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ଚିନ୍ତା ବଢାଇଲାଣି କରୋନାର ୨ୟ ଷ୍ଟ୍ରେନ୍‌ । ଯାହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି । ଖାସ୍‌ କରି ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସ୍କ୍ରିନିଂ କରାଯିବ … Read More