ଏହି ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ

ଭୁବନେଶ୍ବର, (ଓଡିଶା ଟାଇମ୍) : କିଛି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ତେଣୁ ସାମ୍ଭାବ୍ୟ ସଂକ୍ରମଣ ବୃଦ୍ଧି ଆଶଙ୍କାକୁ ନେଇ ଓଡିଶା ସରକାର ୫ ରାଜ୍ୟ ଫେରନ୍ତାଙ୍କ ଉପରେ କଡା ନଜର ରଖିବାକୁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି।। ସମସ୍ତ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୧୦୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଦିଲ୍ଲୀର ପୋଷାକ କଳକାରଖାନାରେ ଅଗ୍ନିକାଣ୍ଡ ; ଜଣେ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶର ରାଜଧାନୀ ଦିଲ୍ଲୀରେ ଶନିବାର ସକାଳ ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ଦିଲ୍ଲୀର ପ୍ରତାପ ନଗର ଅଞ୍ଚଳରେ ଥିବା ଏକ ଫ୍ୟାକ୍ଟ୍ରିରେ ଭୀଷଣ ଲାଗିଛି । ନିଆଁ ଏତେ ଜୋର୍‌ରେ ବ୍ୟାପିଥିଲା ଯେ, ପାଖପାଖ … Read More

ପୁଲିସ ଡିଏସ୍‌ପି ପଦ​ରେ‌ ନିଯୁକ୍ତି ପାଇଲେ ହିମା

ଦିସପୁର , (ଓଡିଶା ଟାଇମ୍) : ଆସାମ ପୁଲିସ ବିଭାଗରେ ଡିଏସ୍‌ପି ପଦରେ ଶୁକ୍ରବାର ନିଯୁକ୍ତି ପାଇଛନ୍ତି ତାରକା ମହିଳା ସ୍ପ୍ରିଣ୍ଟର୍‌ ହିମା ଦାସ। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ୍‌ ଶୁକ୍ରବାର ହିମାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଆସାମ … Read More

ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଶନିବାର ପୁଣି ଦେଶରେ ପେଟ୍ରୋଲ ଓ ଡିଜେଲର ଦାମ୍ ବୃଦ୍ଧି ପାଇଛି । ଶନିବାର ପେଟ୍ରୋଲ ୨୪ରୁ ୨୫ ପଇସା ବୃଦ୍ଧି ପାଉଥିବା ବେଳେ ଡିଜେଲ ୧୫ରୁ ୧୬ ପଇସା ବଢିଛି । ଦିଲ୍ଲୀ ଓ ମୁମ୍ବାଇ … Read More

ମାଓବାଦୀଙ୍କ ଯୋଜନା ପଣ୍ଡ : ଅଳ୍ପକେ ବର୍ତ୍ତିଲେ ଯବାନ, ଠାବ ହେଲା ବିସ୍ଫୋରକ

ମାଲକାନଗିରି, (ଓଡିଶା ଟାଇମ୍) : ମାଓବାଦୀଙ୍କ ଯୋଜନା ପଣ୍ଡ । ଅଳ୍ପକେ ବର୍ତ୍ତିଲେ ଯବାନ। ଠାବ କଲେ  ଆଇଇଡି। ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର୍ ଜିଲ୍ଲାରେ ଯବାନଙ୍କୁ ମିଳିଛି ଏହି ସଫଳତା। କୋୟେଲିବେଡା ଥାନା ଅନ୍ତର୍ଗତ ମର୍କାନାର- ବଡ଼ପରା ରାସ୍ତା ନିକଟରେ … Read More

ବଢିଲା ଗ୍ରୀଷ୍ମ ପ୍ରବାହ: ମାର୍ଚ୍ଚ ପହିଲାରୁ ସକାଳୁଆ ସ୍କୁଲ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦିନକୁ ଦିନ ଖରାର ତାତି ବଢ଼ିବାରେ ଲାଗିଛି। ଖରାକୁ ଦେଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏ ଚାଲିବ। ସେହିପରି ଦଶମ … Read More

ବାଜ୍ୟାପ୍ତ ହେବ ସି-ସୋରର ୬୫୦ କୋଟି ଟଙ୍କାର ସଂପତ୍ତି, ନିର୍ଦ୍ଦେଶ ଦେଲେ ଅଦାଲତ

ଭୁବନେଶ୍ବର, (ଓଡିଶା ଟାଇମ୍) :ବହୁ ଚର୍ଚ୍ଚିତ ସି ସୋର ଚିଟ୍‌ଫଣ୍ଡ ସଂସ୍ଥାର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ। ସଂସ୍ଥାର ୧୯୭ ଏକର ଜମି, ୧୩୮୫ ଗ୍ରାମ ସୁନା, ୨ କ୍ୱିଣ୍ଟାଲ ରୁପା, … Read More

ବିଧାନସଭାରେ ବିବୃତି ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ, କହିଲେ ଏଏନ୍‌ଏମ୍‌ଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆନ୍ଦୋଳନରତ ଏଏନ୍‌ଏମ୍‌ ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ରାଜ୍ୟରେ ୧୦୯୯  ଖାଲି ଥିବା ଏଏନ୍‌ଏମ୍‌ ପଦବୀରେ ନିଯୁକ୍ତ ଦିଆଯିବ। ଯୋଗ୍ୟତାଭିତ୍ତିରେ ଏହି ନିଯୁକ୍ତ ଦିଆଯିବ। କୋଭିଡ୍ ସମୟରେ କାର୍ଯ୍ୟ କରିଥିବା ସ୍ବାସ୍ଥ୍ୟ … Read More

ଗୃହରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଧମକ

ଭୁବନେଶ୍ବର, (ଓଡିଶା ଟାଇମ୍) :ଗୃହରେ ବିଜେପି ବିଧାୟକଙ୍କ ଆତ୍ମହତ୍ୟା ଧମକ। ମଣ୍ଡିରୁ ଧାନ ଉଠାଇବା ନେଇ ଗୃହରେ ବିଜେପି ସଦସ୍ୟମାନେ ହୋହାଲ୍ଲା କରିଛନ୍ତି। ଧାନ ତୁରନ୍ତ ନ ଉଠାଇଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ ଆତ୍ମହତ୍ୟା ଧମକ ଦେଇଛନ୍ତି। ଦୀର୍ଘଦିନ … Read More