‘ଭାରତ-ଚୀନ୍‌ ମଧ୍ୟରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଗ୍ରହଣୀୟ ନୁହେଁ, ବିବାଦ ସମାଧନ ପାଇଁ ମୋଦୀ-ଜିନପିଙ୍ଗ ସକ୍ଷମ’

ନୂଆଦିଲ୍ଲୀ, (ଓଡିଶା ଓଡିଶା): ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଶନିବାର ଭାରତ ଏବଂ ଚୀନକୁ ନେଇ ନିଜର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଦାୟିତ୍ବବାନ ନେତା ଏବଂ ଦୁଇ ଦେଶ … Read More

ତାମିଲନାଡୁରେ ଆଉ ସପ୍ତାହେ ବଢିଲା ଲକଡାଉନ୍ : କଟକଣାରେ ସାମାନ୍ୟ କୋହଳ

ଚେନ୍ନାଇ, (ଓଡିଶା ଟାଇମ୍): ତାମିଲନାଡୁରେ ଆଉ ଗୋଟିଏ ସପ୍ତାହେ ବଢିଲା କରୋନା ଲକଡାଉନ । ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କଟକଣାରେ କିଛିଟା କୋହଳ ସହ ପୁଣି ଗୋଟିଏ ସପ୍ତାହ ପାଇଁ ତାଲା ପକାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକ … Read More

ଆଜିଠୁ ଶ୍ରୀଜିଉଙ୍କ ଭିତର ଚନ୍ଦନ ଯାତ୍ରା

ପୁରୀ, (ଓଡିଶା ଟାଇମ୍): ଆଜିଠୁ ଶ୍ରୀମନ୍ଦିରରେ ଠାକୁରଙ୍କ ଭିତର ଚନ୍ଦନ ଯାତ୍ରାର ଶୁଭାରମ୍ଭ ହେବ। ଏହି ଅବସରରେ ଶ୍ରୀଜିଉମାନଙ୍କର ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହେବ । ଗତକାଲି ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ଶେଷ ପର୍ବ ‘ହଳଦୀ ପାଣି’ … Read More

ଯୁକ୍ତ ୨ ମୂଲ୍ୟାୟନ ପାଇଁ ଗଠନ କରାଯିବ ବିଶେଷଜ୍ଞ କମିଟି

ଭୁବନେଶ୍ବର, (ଓଡିଶା ଟାଇମ୍): ଯୁକ୍ତ ଦୁଇ ପରୀକ୍ଷା ଫଳ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ୧୫ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ କମିଟି ଗଠନ ହେବ । ଶିକ୍ଷାବିତ୍ ମାନେ ମଧ୍ୟ କମିଟିରେ ରହିବେ । … Read More

ଚଳଚଞ୍ଚଳ ରଥଖଳା, ସରିଲା ୨୬ ଚକ ଓ ୨୧ ଅଖ କାମ

ପୁରୀ, (ଓଡିଶା ଟାଇମ୍): ଚକ-ଅଖ ଡ଼େରା ପରେ ଏବେ ରଥର ଉପରିଭାଗ କାମ ଉପରେ ନଜର । ଦ୍ରୁତ ଗତିରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଶୁକ୍ରବାର ରଥତ୍ରୟର ୨୬ ଚକ ଓ ୨୧ ଅଖ କାମ ଶେଷ … Read More

୯ରେ ଟିକା ଟେଣ୍ଡର ପାଇଁ ଖୋଲିବ ପ୍ରାଇସ୍ ବିଡ୍

ଭୁବନେଶ୍ବର, (ଓଡିଶା ଟାଇମ୍):ଆସନ୍ତା ୯ ତାରିଖରେ ଟିକା ଟେଣ୍ଡର ପାଇଁ ଖୋଲିବ ପ୍ରାଇସ୍ ବିଡ୍ । ସେହି ଦିନ ସକାଳ ସାଢ଼େ ୧୧ଟା ସମୟରେ ପ୍ରାଇସ ବିଡ୍ ଖୋଲିବ ବୋଲି ନିଷ୍ପତି ହୋଇଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର … Read More

୨୪ ଘଣ୍ଟାରେ ଦେଶରେ ବାହାରିଲେ ୧ ଲକ୍ଷ ୨୦ ହଜାରରୁ ଅଧିକ ପଜିଟିଭ୍,୩୩୮୦ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୨୦ … Read More

ରାଜ୍ୟରେ କରୋନା ନେଲା ୪୦ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୭୩୯୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ ବୃଦ୍ଧି … Read More

ରାଜ୍ୟରେ ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ୭୩୯୫ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୭୩୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୬୦୯୪ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୧୬୯ଜଣ … Read More

ଆରପାରିରେ ‘ଶଲାବୁଢା’, ବିଶିଷ୍ଟ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍): ପ୍ରସିଦ୍ଧ ସମ୍ବଲପୁରୀ ଫିଲ୍ମ “ଶଲାବୁଢ଼ା”ର ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତି ୩ଟା ୪୫ ମିନିଟ୍‌ରେ ସମ୍ବଲପୁର ଭିମ୍‌ସାର୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ … Read More