ରାଜ୍ୟରେ ସୁସ୍ଥ ହେଲେ ଆଉ ୭୩୫୮ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ସୁସ୍ଥ ହେଲେ ଆଉ ୭୩୫୮ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୭ ଲକ୍ଷ ୩୯ ହଜାର ୩୭୬ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି … Read More

ଘରେ ଘରେ ରାସନ ଯୋଜନାକୁ ନେଇ ବିବାଦ: କେନ୍ଦ୍ରକୁ କେଜ୍ରିୱାଲଙ୍କ ପ୍ରଶ୍ନ-ଯଦି ପିଜ୍ଜାର ହୋମ ଡେଲିଭରି ହୋଇପାରୁଛି ତାହେଲେ ରାସନର କାହିଁକି ନୁହେଁ ?

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଘରେ-ଘରେ ରାସନ ଯୋଜନା ଉପରେ କେନ୍ଦ୍ର ସରକାର ରୋକ ଲଗାଇବା ପରେ କେନ୍ଦ୍ରକୁ ପ୍ରଶ୍ନ କଲେ କେଜ୍ରିୱାଲ ସରକାର । ଯୋଜନା ଲାଗୁ କରିବା ପାଇଁ ପୂରା ପ୍ରସ୍ତୁତି ସରିଥିଲା, ହେଲେ ଦୁଇ ଦିନ ପୂର୍ବରୁ କାହିଁକି … Read More

କର୍କଟରେ ଶିଶୁଙ୍କ ଆରୋଗ୍ୟ ହାର ଅଧିକ, ‘ସମ୍’ ହସ୍ପିଟାଲରେ ଉପଲବ୍ଧ ହେଉଛି ଉନ୍ନତ ଚିକିତ୍ସା ସୁବିଧା

ଭୁବନେଶ୍ବର, (ଓଡିଶା ଟାଇମ୍): ଜାତୀୟ କ୍ୟାନସର ସରଭାଇଭର ଦିବସ ଆସନ୍ତାକାଲି ପାଳନ ହେବ । ଏହି ଅବସରରେ ସମ୍‌ ହସ୍ପିଟାଲ୍‌ରେ କାର୍ଯ୍ୟରତ ଶିଶୁ କର୍କଟ ରୋଗ ବିଭାଗର ବରିଷ୍ଠ ପରାମର୍ଶଦାତା ପ୍ରଫେସର ସରୋଜ ପଣ୍ଡା କହିଛନ୍ତି, ବୟସ୍କଙ୍କ ତୁଳନାରେ କର୍କଟ ରୋଗରୁ … Read More

ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ କରୋନା, ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍): ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଅସୁସ୍ଥ ଥିବା ସୂଚନା ମିଳିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାରା ବାହିନୀପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ତାଙ୍କ ପତ୍ନୀ … Read More

ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହେଲେ ଭେଟେରାନ ଆକ୍ଟର ଦିଲ୍ଲୀପ କୁମାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭେଟେରାନ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପତ୍ନୀ ତଥା ବରିଷ୍ଠ ଅଭିନେତ୍ରୀ ସାଇରା ବାନୁ ଦିଲୀପଙ୍କ ଆଡମିଟ୍ … Read More

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

କୋଲକାତା, (ଓଡିଶା ଟାଇମ୍): ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ । ପଶ୍ଚିମବଙ୍ଗର କାନ୍ଥିରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ କେସ ଦାଏର କରାଯାଇଛି । ଦୁଇ ଭାଇ ମ୍ୟୁନିସିପାଲିଟିରୁ ରିଲିଫ୍ ସାମଗ୍ରୀ … Read More

୨୪ ଘଣ୍ଟାରେ ଦେଶରେ ବାହାରିଲେ ୧ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୨୬୭୭ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୧୪ … Read More

ଆଜି ଆସିବେ କେନ୍ଦ୍ରୀୟ ଟିମ୍‌, ବାତ୍ୟା ‘ୟାଶ୍’ର କ୍ଷୟକ୍ଷତି ହେବ ଆକଳନ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ଆସିବେ କେନ୍ଦ୍ରୀୟ ଟିମ୍‌ । ବାତ୍ୟା ୟାଶର କ୍ଷୟକ୍ଷତି ଆକଳନ କରିବ ଏହି ଟିମ୍‌ । କେନ୍ଦ୍ର ଗୃହ ସଚିବ ସୁନୀଲ ବନଓ୍ୱାଲ୍‌ଙ୍କ ନେତୃତ୍ୱରେ ଆସିବ ୭ଜଣିଆ ଟିମ୍‌ । ବାତ୍ୟା ‘ୟାଶ୍ ‘ର କ୍ଷୟକ୍ଷତି … Read More

ରାଜ୍ୟରେ କରୋନା ନେଲା ୪୨ଜଣଙ୍କ ଜୀବନ, ୨୯୯୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୯୪କୁ ବୃଦ୍ଧି … Read More

ରାଜ୍ୟରେ ଗତ ୨୪ଘଣ୍ଟାରେ ଚିହ୍ନଟ ହେଲେ ୭୦୦୨ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୩୦୯୬ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୯୨୧ଜଣ … Read More