ଜମ୍ମୁ ବିମାନ ବନ୍ଦର ଟେକ୍ନିକାଲ ଏରିଆର ଏୟାର ଫୋର୍ସ ଷ୍ଟେସନ ଭିତରେ ଲଗାତାର ୨ଟି ବିସ୍ଫୋରଣ
ଶ୍ରୀନଗର, (ଓଡିଶା ଟାଇମ୍) : ଗତକାଲି ବିଳମ୍ବିତ ରାତିରେ ଜମ୍ମୁ ବିମାନ ବନ୍ଦର ଟେକ୍ନିକାଲ ଏରିଆର ଏୟାର ଫୋର୍ସ ଷ୍ଟେସନ ଭିତରେ ଲଗାତାର ୨ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ମାତ୍ର ୫ ମିନିଟ୍ ବ୍ୟବଧାନରେ ୨ଟି ବିସ୍ଫୋରଣ ହୋଇଥିଲା। ପ୍ରଥମ … Read More











