ଦେଶରେ ୨୪ ଘଣ୍ଟାରେ ବାହାରିଲେ ୪୬୦୦୦ରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More

ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଷ୍ଟୋରରୁମ୍‍ ରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, (ପଡ଼ିଶା ଟାଇମ୍): ଏଠାରେ ଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଅଗ୍ନିକାଣ୍ଡ ଘଟିଛି । ସୋମବାର ଭୋର ପ୍ରାୟ ୫ଟାରେ ଏମ୍ସରେ ଅଗ୍ନିକାଣ୍ଡ ଘଟିଥିଲା । କାଜୁଆଲଟି ବିଭାଗ ନିକଟରେ ଥିବା ଏକ ଷ୍ଟୋର ରୁମ୍‍ ରୁ ଧୂଆଁ … Read More

ଥରିଲା ଲଦାଖ ଲେହ ମାଟି, ୪.୬ ତୀବ୍ରତାରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଲଦାଖ ଲେହରେ ୪.୬ ତୀବ୍ରତାରେ ଭୂକମ୍ପ ଅନୁଭୂତ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ, ସକାଳ ପ୍ରାୟ ୬.୧୦ରେ ଏହି କମ୍ପନ ଅନୁଭୂତ ହୋଇଥିଲା । ୧୮କିଲୋମିଟର ଗଭୀରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା … Read More

ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ଭର୍ଚୁଆଲ ମୋଡରେ ହେବ ଅନୁଷ୍ଠିତ

ଭୁବନେଶ୍ବର, (ଓଡିଶା ଟାଇମ୍): ସୋମବାର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଭର୍ଚୁଆଲ ମୋଡ୍ ରେ ହେବ ଏହି ବୈଠକ ହେବ। ଏଥିରେ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ବୈଠକରେ ଯୋଗଦେବେ। … Read More

ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୩୦କୁ ବୃଦ୍ଧି … Read More

ରାଜ୍ୟରେ ୨୪ ଘଣ୍ଟାରେ ୩୩୧୯ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୩୭୮୯ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ … Read More

ବିଜେଡି ମହିଳା କର୍ମକର୍ତ୍ତା ଚୟନ କଲେ ଦଳ ସଭାପତି, ୫ ଜଣଙ୍କୁ ମିଳିଲା ଉପଦେଷ୍ଟା ଦାୟିତ୍ୱ

ଭୁବନେଶ୍ବର ,(ଓଡିଶା ଟାଇମ୍): ବିଜୁ ଜନତା ଦଳ ପକ୍ଷରୁ ଦଳୀୟ ମହିଳା କାର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏ ନେଇ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ ଏବଂ ବିଜୁ ଜନତା ଦଳର ସଭାପତି ନବୀନ … Read More

ଆଜି ପୁଡୁଚେରୀ କ୍ୟାବିନେଟର ଶପଥ ଗ୍ରହଣ : ୪୧ ବର୍ଷ ପରେ ରାଜ୍ୟକୁ ମିଳିବ ମହିଳା ମନ୍ତ୍ରୀ

ପୁଡୁଚେରୀ, (ଓଡିଶା ଟାଇମ୍): ପୁଡୁଚେରୀ ସରକାରରେ କ୍ୟାବିନେଟ ଗଠନକୁ ନେଇ ମାସରୁ ଅଧିକ ସମୟ ଧରି ଚାଲିଥିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଛେଦ । ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀଙ୍କ ନେତୃତ୍ୱରେ ମିଳିତ ସରକାର କ୍ୟାବିନେଟର ଆଜି ଶପଥ ଗ୍ରହଣ ସମାରୋହ । ଲେଫ୍ଟନାଣ୍ଟ … Read More

ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର, (ଓଡିଶା ଟାଇମ୍) : ପୂର୍ବତନ କୁଳପତିଙ୍କୁ ହତ୍ୟା । ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଧ୍ରୁବରାଜ ନାୟକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । କେହି ଜଣେ ଦୁର୍ବୃତ୍ତ ପ୍ରଫେସର ଧ୍ରୁବରାଜ ନାୟକଙ୍କ କୁଅରମାଲ ସ୍ଥିତ ବାସଭବନରେ ଥିବାବେଳେ  … Read More

କାଲିଠୁ ଦିଲ୍ଳୀରେ ଖୋଲିବ ଜିମ୍ ଓ ଫିଟନେସ୍ ସେଣ୍ଟର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :କୋଭିଡର ସମ୍ଭାବ୍ୟ ତୃତୀୟ ଲହର ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଲକଡାଉନକୁ କୋହଳ କରାଯାଉଛି । ଦିଲ୍ଲୀରେ କ୍ରମାଗତ ଭାବେ ହ୍ରାସ ହେଉଥିବା କରୋନା ସଂକ୍ରମଣକୁ ଧ୍ୟାନରେ ରଖି ଆଉ କିଛି କୋହଳ କରିବାକୁ ନିଷ୍ପତ୍ତି ହୋଇଛି । … Read More