ଭୁବନେଶ୍ୱର ରେଳ ଷ୍ଟେସନରୁ ୨ କିନ୍ନର ଗିରଫ, ଚୋରାରେ କରୁଥିଲେ ଗଞ୍ଜେଇ କାରବାର

ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ୱର ରେଳ ଷ୍ଟେସନରୁ ୨ କିନ୍ନର ଗିରଫ । ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ୨ ଜଣ କିନ୍ନରଙ୍କୁ ଗିରଫ କଲା ଆରପିଏଫ୍‌ । ୨ କିନ୍ନରଙ୍କ ଠାରୁ ୧୫ କେଜିର ଗଞ୍ଜେଇ ଜବତ ହୋଇଛି … Read More

ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ, ସବୁ ସାଂସଦଙ୍କୁ ନେବାକୁ ହେବ ଟିକା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସଂସଦର ମୌସୁମୀ ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିପାରେ। ମଙ୍ଗଳବାର ଏହି ସୂଚନା ମିଳିଛି। ସୂତ୍ରାନୁସାରେ ପାଖାପଖି ଏକମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ଅନୁନ୍ୟ ୨୦ଟି … Read More

ଜେଲକୁ ଯିବେ ପୂର୍ବତନ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଜାକୋବ ଜୁମା, ଜାଣନ୍ତୁ କାହିଁକି

ଭୁବନେଶ୍ବର, (ଓଡିଶା ଟାଇମ୍): ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ରପତି ଜାକୋବ ଜୁମାଙ୍କୁ ଅଦାଲତ ଅବମାନନା ଲାଗି ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥି ପାଇଁ କୋର୍ଟ ତାଙ୍କୁ ୧୫ମାସ ଜେଲଦଣ୍ଡାଦେଶ କରିଥିବା ମଙ୍ଗଳବାର ଜଣାପଡିଛି। ୭୯ ବର୍ଷ ବୟସ୍କ ଦକ୍ଷିଣ ଆଫ୍ରିକୀୟ ନେତା … Read More

ଇଣ୍ଡିଗୋ ଏୟାରଲାଇନ୍ସ୍‌ର ଖାସ୍ ଅଫର: ମାତ୍ର ୯୯୮ ଟଙ୍କାରେ କରିପାରିବେ ବିମାନ ଯାତ୍ରା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଯଦି ଆପଣ ମଧ୍ୟ ବିମାନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଇଣ୍ଡିଗୋ ଏୟାରଲାଇନ୍ସ ଗ୍ରାହକଙ୍କ ପାଇଁ ଶସ୍ତା ବିମାନ ଯାତ୍ରା ସୁଯୋଗ ଆଣିଛି। ଇଣ୍ଡିଗୋ ମନସୂନ ସେଲରେ ଆପଣ … Read More

ଚାଷୀ ସମସ୍ୟା ନେଇ ବିଜେପିର ଆନ୍ଦୋଳନ ଡାକରା

ଭୁବନେଶ୍ବର, (ଓଡିଶା ଟାଇମ୍): ଆବାସ ଯୋଜନା ଦୁର୍ନୀତି ଅଭିଯୋଗରେ ପୁଣି ଆନ୍ଦୋଳନ କରିବ ବିଜେପି । କେନ୍ଦ୍ରରୁ ପଞ୍ଚଦଶ ଅର୍ଥ କମିଶନ ମଞ୍ଜୁରୀରେ ବହୁ ଅର୍ଥ ଆସୁଛି । ହେଲେ ଠିକରେ ଲୋକଙ୍କୁ ଆବସ ଘର ମିଳୁନି । ଏଥିରେ ସ୍ବଚ୍ଛତା … Read More

ଜୁଲାଇ ୫ରୁ ମାଟ୍ରିକ ଅଫ୍‌ଲାଇନ ପରୀକ୍ଷା ଫର୍ମ ଫିଲ୍ଅପ୍

କଟକ, (ଓଡିଶା ଟାଇମ୍): ମାଟ୍ରିକ୍ ପରୀକ୍ଷାଫଳକୁ ନେଇ ସାରା ରାଜ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେବା ପରେ ମୁହଁ ଖୋଲିଛି ବୋର୍ଡ। ପୂର୍ବରୁ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ। ସ୍ଥିତି … Read More

ରାଜ୍ୟପାଳ ଧନକର ଦୁର୍ନୀତିଗ୍ରସ୍ତ, ତାଙ୍କୁ ବରଖାସ୍ତ କରାଯାଉ: ମମତା

କୋଲକାତା, (ଓଡିଶା ଟାଇମ୍): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକରଙ୍କ ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଛି। ମମତା ସୋମବାର ଧନକରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରିବା ସହ ତୁରନ୍ତ ତାଙ୍କୁ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି। … Read More

ଟ୍ୱିଟର୍ ପାଇଁ ବଢିଲା ଅଡୁଆ, କମ୍ପାନୀ ଏମ୍‌ଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ନୂଆ ବିବାଦରେ ଫସିଛି ଟ୍ୱିଟର୍ । ଭାରତର ଭୁଲ ମାନଚିତ୍ର ପୋଷ୍ଟ କରି ନିଡ ପାଇଁ ବଢାଇଛି ଅଡୁଆ । ବିବାଦ ହେବା ପରେ କମ୍ପାନୀ ପକ୍ଷରୁ ମ୍ୟାପକୁ ହଟାଯାଇଥିଲେ ମଧ୍ୟ ବାରମ୍ବାର ଏପରି ଭୁଲ କରିବା … Read More

୨୪ ଘଣ୍ଟାରେ ୩୭୦୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ, ୯୦୭ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ … Read More

ଅଣସର ଘରେ ଶ୍ରୀଜିଉ, ଆଜି ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ

ପୁରୀ, (ଓଡିଶା ଟାଇମ୍): ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ। ଆଉ ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ସେବା। ଆଜି ଅଣସରର ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ। ଏଥିପାଇଁ ଓଡିଆ ମଠ ପକ୍ଷରୁ ଫୁଲରୀ ତେଲ ଯୋଗାଇ … Read More