ଇଣ୍ଡୋନେସିଆରେ ଜାହାଜ ବୁଡିଯିବାରୁ ୬ ଜଣଙ୍କର ମୃତ୍ୟୁ, ୭ ନିଖୋଜ

ନୂଆଦିଲ୍ଲୀ, (ଓଡିଶା ଟାଇମ୍ ): ଇଣ୍ଡୋନେସିଆର ବାଲି ଉପକୂଳରେ ଏକ ଯାତ୍ରୀବାହୀ ଜାହାଜ ବୁଡ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ନ୍ୟୁଜ୍ ଏଜେନ୍ସି ମଙ୍ଗଳବାର ଦିନ ସ୍ଥାନୀୟ ପୋଲିସ ମୁଖପାତ୍ରଙ୍କ ଉଦ୍ଦ୍ୟେଶ୍ୟରେ କହିଛନ୍ତି ଯେ ବାଲି ଉପକୂଳରେ ଏକ ଯାତ୍ରୀବାହୀ ଜାହାଜ … Read More

ଧର୍ମ ପରିବର୍ତ୍ତନ ମାମଲାରେ ନୂଆ ମୋଡ଼ : ଜଣେ ପୀଡିତାଙ୍କ ଜବରଦସ୍ତ ହୋଇଥିଲା ବିବାହ

କାଶ୍ମୀର,(ଓଡିଶା ଟାଇମ୍): ଶିଖ ଝିଅଙ୍କୁ ଜୋରଜବରଦସ୍ତ ଧର୍ମ ପରିବର୍ତ୍ତନ ମାମଲାରେ ନୂଆ ମୋଡ । ମଙ୍ଗଳବାର ଦିନ ଶ୍ରୀନଗରର ଏକ ଶିଖ ଦଳ, ଅକାଳୀ ନେତା ପରମଜିତ ସିଂ ସରନାଙ୍କ ସମର୍ଥନରେ ତିନିଜଣ ପୀଡିତାଙ୍କ ମଧ୍ୟରୁ ଜଣଙ୍କୁ ଶିଖ ବାଳକଙ୍କୁ ଜୋରଜବରଦସ୍ତ … Read More

ଆଜି ସରିବ ଲକଡାଉନ୍ ଅବଧି; କାଲିଠୁ କ’ଣ ରହିବ ଗାଇଡଲାଇନ ?

ଭୁବନେଶ୍ବର, (ଓଡିଶା ଟାଇମ୍):ଆଜି ଲକଡାଉନ୍ ଅବଧିର ଶେଷ ଦିନ । ଆସନ୍ତାକାଲି ସକାଳ ୬ଟାରେ ଶେଷ ହେଉଛି ଲକଡାଉନ୍ ଅବଧି । ତେବେ ଲକଡାଉନ୍ ଅବଧି ବଢିବ ନା ସରକାର କୋହଳ କରିବେ ଏହାର ସମୟସୀମା ? ପ୍ରାୟ ଦୁଇ ମାସର … Read More

ଆଜି ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ। ଏସବୁ ଜିଲ୍ଲଗୁଡ଼ିକ ହେଲା ଅନୁଗୋଳ, ବଲାଙ୍ଗିର, ବାଲେଶ୍ବର, ଭଦ୍ରକ, ଢେଙ୍ଗାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ସୋନପୁର। କୋଭିସିଲ୍ଡ ଟିକା ଅଭାବରୁ ଏସବୁ ଜିଲ୍ଲାରେ ଟିକାକରଣ ବନ୍ଦ … Read More

ଗତ ୨୪ଘଣ୍ଟାରେ କରୋନା ନେଲା ସର୍ବାଧିକ ୪୮ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୦୧୮କୁ ବୃଦ୍ଧି … Read More

ରାଜ୍ୟରେ ୨୪ ଘଣ୍ଟାରେ ୩୩୭୧ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୩୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୯୮୦୦ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ … Read More

ଆକାଶବାଣୀର ପୂର୍ବତନ ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍): ଆକାଶବାଣୀର ପୂର୍ବତନ ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ସିଂହଙ୍କ ପରଲୋକ ହୋଇଯାଇଛି। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି ବୋଲି ପୁଅ ଦିଲ୍ଲୀପ ପାହାଡ଼ସିଂହ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟରେ ନବେ … Read More

କରୋନାରେ ମଲେ ପରିବାର ଲୋକଙ୍କୁ ମିଳିବ ଚାରି ଲକ୍ଷ, ଘୋଷଣା କଲେ ଏହି ରାଜ୍ୟ ସରକାର

ପାଟଣା, (ଓଡିଶା ଟାଇମ୍): କରୋନା ଯୋଗୁଁ ମୃତ୍ୟୁ ଘଟିଥିବା ଲୋକଙ୍କ ପରିଜନଙ୍କୁ ଅନୁକମ୍ପାମୂଳକ ରାଶି ଭାବେ ମିଳିବ ଚାରି ଲକ୍ଷ ଟଙ୍କା। ଏହି ରାଶି ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ପକ୍ଷରୁ ଦିଆଯିବ। ସ୍ଵାସ୍ଥ୍ୟ ବିଭାଗର ପ୍ରସ୍ତାବ ପରେ ବିପର୍ଯ୍ୟୟ ପ୍ରଶମନ ବିଭାଗ … Read More

କେନ୍ଦ୍ର ସରକାରଙ୍କ ପ୍ୟାକେଜ ଘୋଷଣା ଏକ ପ୍ରହସନ : କଂଗ୍ରେସ

ଭୁବନେଶ୍ବର, (ଓଡିଶା ଟାଇମ୍): କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀତାରମଣ ୪ ଲକ୍ଷ ୨୯ ହଜାର କୋଟି ଟଙ୍କାର ଗୋଟିଏ ପ୍ୟାକେଜ ଘୋଷଣା କରିଛନ୍ତି। କରୋନା ମହାମାରୀ ସମୟରେ ବିଗିଡ଼ି ଯାଇଥିବା ଆର୍ଥିକ ବ୍ୟବସ୍ଥା ସଜାଡିବା ପାଇଁ ଏହା କରାଯାଇଛି ବୋଲି ସରକାର … Read More

ସାମ୍ବାଦିକ କରୁଣାକର ସାହୁଙ୍କ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ବର, (ଓଡିଶା ଟାଇମ୍): ସାମ୍ବାଦିକ କରୁଣାକର ସାହୁଙ୍କ ପରିବାରକୁ ଦିଆଯିବ ଆର୍ଥିକ ସହାୟତା । ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ସାମ୍ବାଦିକ କରୁଣାକରଙ୍କର … Read More