୨୪ ଘଣ୍ଟାରେ ବାହାରିଲେ ୧୩୪୨ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୩୪୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୮୩୫୨୩ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ … Read More

ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ, କହିଲେ- ଅନଲକ୍‌ରେ ବେପରୁଆ ହେଲେ ବିପଦ

ଭୁବନେଶ୍ବର, (ଓଡିଶା ଟାଇମ୍): ତୃତୀୟ ଲହରକୁ ନେଇ ରାଜ୍ୟବାସୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ ବିପଦ ଏଯାଏଁ ଦୂର ହୋଇନାହିଁ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି। ରୂପ ବଦଳାଇ  ଭୂତାଣୁ ଆକ୍ରମଣ କରିବାର କ୍ଷମତା … Read More

ରେସଲିଂର ଫାଇନାଲରେ ପ୍ରବେଶ କରିଛନ୍ତି ରେସଲର ରବି କୁମାର ଦହିଆ

ଟୋକିଓ, (ଓଡିଶା ଟାଇମ୍): ଭାରତ ପାଇଁ ଟୋକିଓ ଅଲିମ୍ପିକରେ ଆଉ ଏକ ରୌପ୍ୟ ପଦକ ରେସଲର ରବି କୁମାର ଦହିଆ ନିଶ୍ଚିତ କରିଛନ୍ତି । ଏହାକୁ ମିଶାଇ ଭାରତ ପାଇଁ ଏହା ଚତୁର୍ଥ ପଦକ ହେବ । ୫୭ କେଜି ଫ୍ରି … Read More

କୋଟିପତି ପିଏସଙ୍କ ଅର୍ଥ କାରବାର ମାମଲାର ତଦନ୍ତ କରିବ ଇଡି

ଭୁବନେଶ୍ବର, (ଓଡିଶା ଟାଇମ୍): କୋଟିପତି ପିଏସ୍ ବିରଞ୍ଜି ନାରାୟଣ ସାହୁଙ୍କ ଅର୍ଥ କାରବାରର ତଦନ୍ତ କରିବ ଇଡି । ଅୟ ବର୍ହିଭୁତ ସମ୍ପତି ଅଭିଯୋଗରେ ଗିରଫ ହୋଇଥିବା ପିଏସ୍ ଙ୍କ ମାମଲାର ଇଡି ତଦନ୍ତ କରିବ । କେଉଁଠୁ ଏବଂ କେଉଁ … Read More

ଏଲୋପାଥି, ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତରଙ୍କ ଦରମା ଅଲଗା ହୋଇପାରିବନି’

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସରକାର ଏଲୋପାଥି, ହୋମିଓପାଥି, ଆୟୁର୍ବେଦ ଏବଂ ଯୋଗ ଓ ନାଚ୍ୟୁରପାଥି, ଉନାନି, ସିଦ୍ଧ ଏବଂ ହୋମିଓପାଥି ମଧ୍ୟରେ ଭେଦଭାବ କରିପାରିବେ ନାହିଁ। ମଙ୍ଗଳବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିବା ବେଳେ ଏପରି କହିଛନ୍ତି। ତେଣୁ ଚିକିତ୍ସା … Read More

୯ ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କରୋନା କୋପ ଏବେ ନିୟନ୍ତ୍ରଣରେ ଥିବା ବେଳେ ଧିରେ ଧିରେ ଖୋଲୁଛି ଶିକ୍ଷାନୁଷ୍ଠାନ। ପ୍ରଥମେ ଦଶମ, ଦ୍ୱାଦଶ ଖୋଲି ସାରିଥିବା ବେଳେ ଆସନ୍ତା ୯ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ହେଲେ  କେବଳ … Read More

ଦେଶରେ ସ୍ଥାପନ ହେଲା ପ୍ରଥମ ଭୂକମ୍ପ ପ୍ରାକ୍‍ ସୂଚନା ବ୍ୟବସ୍ଥା

ଡେରାଡୁନ, (ଓଡିଶା ଟାଇମ୍): ଉତ୍ତରାଖଣ୍ଡରେ ସ୍ଥାପିତ ହୋଇଛି ଭାରତର ପ୍ରଥମ ଭୂକମ୍ପ ଆଦ୍ୟ ସୂଚନା ପ୍ରଦାନକାରୀ ବ୍ୟବସ୍‍ଥା। ବୁଧବାର ଦିନ ଏହା ଉଦଘାଟିତ ହୋଇଛି। ଭୂକମ୍ପ ଅନୁଭୂତ ହେବା କ୍ଷେତ୍ରରେ ଏହା ଉକ୍ତ ଅଞ୍ଚଳ ଜନସାଧାରଣଙ୍କୁ ଫୋନରେ ସତର୍କ ସୂଚନା ପଠାଇବ। … Read More

ଭୁବନେଶ୍ୱର ଓ କଟକରେ କମୁନି ସଂକ୍ରମଣ

ଭୁବନେଶ୍ବର, (ଓଡିଶା ଟାଇମ୍): ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଉଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି । ଲକ୍ଷଣ ଥିବା ଲୋକଙ୍କୁ ନ ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୪୦ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦୈନିକ ସଂକ୍ରମଣ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ … Read More

ଆଜିଠାରୁ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍

ନଟିଂହାମ୍‌,(ଓଡିଶା ଟାଇମ୍): ବୁଧବାରଠାରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ ସିରଜ୍‌ର ପ୍ରଥମ ଟେଷ୍ଟ ଖେଳିବ। ମ୍ୟାଚ୍‌ରେ ପେସ୍‌ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିବ। ଭାରତୀୟ ଦଳର ୩ ଖେଳାଳି- ଶୁବ୍‌ମାନ ଗିଲ୍‌, ୱାଶିଂଟନ ସୁନ୍ଦର ଓ ଆଭେସ୍‌ ଖାଁ … Read More