ବଡ ଧରଣର GST ଠକେଇ, ୮୦କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

ରାଉରକେଲା, (ଓଡିଶା ଟାଇମ୍): ରାଉରକେଲାରେ ପୁଣି ବଡ ଧରଣର ଜିଏସ୍‌ଟି ଠକେଇ ଅଭିଯୋଗ ହୋଇଛି । ୮୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ କରିଥିବା ବସନ୍ତ କୁମାର ପଟ୍ଟନାୟକଙ୍କୁ ଗିରଫ କରାଯାଇଛି । ଭୁବନେଶ୍ବରରୁ ବସନ୍ତଙ୍କୁ ଗିରଫ କରିଛି ରାଉରକେଲା ଜିଏସ୍‌ଟି … Read More

ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍): ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା । ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ମୂଲ୍ୟାୟନ । ୯ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହେବ । ତିନି ଦିନ ଧରି ମୂଲ୍ୟାୟନ ଚାଲିବ ବୋଲି … Read More

ସରକାରଙ୍କ ବଡ଼ ଘୋଷଣା; କୋରୋନାରେ ଅନାଥ ହୋଇଥିବା ପିଲାମାନଙ୍କୁ ମିଳିବ ୫ ଲକ୍ଷ ଟଙ୍କାର ବୀମା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ମୋଦି ସରକାର କୋରୋନା ଦ୍ୱାରା ଅନାଥ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ, କୋରୋନା ଭୂତାଣୁ ମହାମାରୀ … Read More

ପାକିସ୍ତାନରେ ସିଦ୍ଧିବିନାୟକ ମନ୍ଦିର ଭାଙ୍ଗିଲେ; ଭଗବାନଙ୍କ ମୂର୍ତ୍ତି ପୋଡିଲେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମୁସଲମାନ ସଂପ୍ରଦାୟର କିଛି ଲୋକ ଏକ ହିନ୍ଦୁ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ସେଠାରେ ଥିବା ଭଗବାନଙ୍କର ମୂର୍ତ୍ତିକୁ ଭାଙ୍ଗି ତାହାକୁ ପୋଡିଥିବା ଖବର ହସ୍ତଗତ ହୋଇଛି। ବୁଧବାର ରହିମ ୟାର … Read More

୨୫ତାରିଖ ସୁଦ୍ଧା ଅତିରିକ୍ତ ବଜେଟ୍ ପାଇଁ ପ୍ରସ୍ତାବ ପଠାଅ: ଅର୍ଥ ବିଭାଗ

ଭୁବନେଶ୍ବର, (ଓଡିଶା ଟାଇମ୍): କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଅତିରିକ୍ତ ବଜେଟ୍ ପାଇଁ ଆବଶ୍ୟକ ପ୍ରସ୍ତାବ ପଠାଇବାକୁ ବୁଧବାର ସମସ୍ତ ବିଭାଗକୁ ଅର୍ଥ ବିଭାଗ କହିଛି। ଚଳିତମାସ ୨୫ତାରିଖ ସୁଦ୍ଧା ଅନଲାଇନରେ ପ୍ରସ୍ତାବ … Read More

ଭାରତୀୟ ହକି ଦଳର ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର, (ଓଡିଶା ଟାଇମ୍): ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ହକି ଟିମ୍ । ଦଳ ୪ ଦଶନ୍ଧି ପରେ ପଦକ ଜିତିଛି । ଗୁରୁବାର ଖେଳାଯାଇଥିବା ଜର୍ମାନୀ ବିପକ୍ଷ ମୁକାବିଲାରେ ଟିମ୍ ଇଣ୍ଡିଆ ୫-୪ ଗୋଲରେ ମ୍ୟାଚ୍ ଜିତି ନେଇଛି … Read More

ଦେଶରେ ବଢିଚାଲିଛି ସଂକ୍ରମଣ; ଦିନକରେ ୪୨,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଦିନରେ ୪୧,୭୨୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୩,୦୯,୭୪,୭୪୮ ଜଣ … Read More

କେନ୍ଦ୍ରର ଚେତାବନୀ : ଉତ୍ସବ ଋତୁରେ ଜନଗହଳି ଏଡ଼ାଅ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଗାମୀ ଉତ୍ସବ ଋତୁରେ ଜନଗହଳି ଏଡାଇବା ସହିତ କରୋନା କଟକଣାକୁ କଡାକଡି ପାଳନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ସତର୍କତା ଜାରି କରିଛି। … Read More

ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ କାଂସ୍ୟ ପଦକ; ଜର୍ମାନୀକୁ ୫-୪ ଗୋଲରେ ହରାଇଲା

ଟୋକିଓ, (ଓଡିଶା ଟାଇମ୍): ଅଲିମ୍ପିକ୍ସ ୨୦୨୦ ପୁରୁଷ ହକିରେ ଭାରତ କାଂସ୍ୟ ପଦକ ହାସଲ କରିଛି। ପ୍ରତିପକ୍ଷ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଭାରତ ଏହି ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ … Read More

ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ୨୪ ଘଣ୍ଟା ମଧ୍ୟରେ ୧୩୪୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୨୩୬କୁ ବୃଦ୍ଧି ପାଇଛି … Read More