ସ୍ବାଧୀନତା ଦିବସରେ ବଡ ଧରଣର ଆତଙ୍କୀ ଆକ୍ରମଣ ଯୋଜନା ପଣ୍ଡ : ଜୈଶ୍ ସଂଗଠନର ୪ ଆତଙ୍କବାଦୀ ଗିରଫ
ଶ୍ରୀନଗର, (ଓଡିଶା ଟାଇମ୍): ସ୍ବତନ୍ତ୍ରତା ଦିବସର ଗୋଟିଏ ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ପଣ୍ଡ ହୋଇଛି । କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ଜାମ୍ମୁ କାଶ୍ମୀର … Read More











