ଆଜି କୋଟିଆ ଗସ୍ତ କରିବେ ସର୍ବଦଳୀୟ କମିଟି
ଜୟପୁର, (ଓଡିଶା ଟାଇମ୍): କୋଟିଆକୁ ନେଇ ବଢୁଛି ବିବାଦ । ଜଟିଳ ହେଉଛି ପରିସ୍ଥିତି । ଆଜି କୋଟିଆର ଫାଟୁସେନେରି ଓ ଫଗୁଣ ସେନେରିରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବୃକ୍ଷରୋପଣ, ଅଙ୍ଗନବାଡି କେନ୍ଦ୍ର ଉଦଘାଟନ ଭଳି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି … Read More











