ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ୍ ରେଜଲ୍ଟ
କଟକ, (ଓଡିଶା ଟାଇମ୍): ମଙ୍ଗଳବାର ବାହାରିବ ରେଜଲ୍ଟ । ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ। ଅନଲାଇନ୍ ମାର୍କିଂରେ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀମାନେ ଅଫଲାଇନ୍ରେ ପରୀକ୍ଷା ଦେଇଥିଲା। ଏହି ଛାତ୍ରଛାତ୍ରୀମାନଙ୍କର ଆଜି ଅପରାହ୍ନରେ ପ୍ରକାଶ ପାଇବ ରେଜଲ୍ଟ । ମୋଟ୍ … Read More











