କାବୁଲ ବିମାନ ବନ୍ଦରରେ ପାଣି ବୋତଲ ୩୦୦୦ ଟଙ୍କା, ଭାତ ପ୍ଲେଟ ୭୦୦୦ ଟଙ୍କା

କାବୁଲ, (ଓଡିଶା ଟାଇମ୍): ଦିନକୁ ଦିନ ଆଫଗାନିସ୍ତାନ ପରିସ୍ଥିତି ଅଧିକରୁ ଅଧିକ ଭୟଙ୍କର ହେବାରେ ଲାଗିଛି। ତାଲିବାନ ଆତଙ୍କି ଦେଶକୁ ନିଜ ଅକ୍ତିଆରକୁ ନେବା ସହିତ ଦେଶକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ବନ୍ଦ କରିଦେଇଛନ୍ତି। ଏଥିସହିତ ଆକାଶମାର୍ଗରେ ଏହି ଦେଶକୁ … Read More

ରାଜ୍ୟରେ କରୋନା ନେଲା ୬୬ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍):  ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୬୨୮କୁ ବୃଦ୍ଧି ପାଇଛି । … Read More

୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍): ଗୁରୁବାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗବିତ୍‌ ଏଭଳି ପୂର୍ବାନୁମାନ କରିଛନ୍ତି। ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। … Read More

୨୪ ଘଣ୍ଟାରେ ବାହାରିଲେ ୮୪୯ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୪୦୫୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ … Read More

ରାଜ୍ୟପାଳଙ୍କ ସଚିବ ପିକେ ମେହେର୍ଦ୍ଧାଙ୍କୁ କେନ୍ଦ୍ରରେ ନିଯୁକ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ତଥା ୧୯୯୭ ବ୍ୟାଚ୍‌ ଆଇଏଏସ୍ ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ର ସରକାରରେ ନିଯୁକ୍ତି ମିଳିଛି। ତାଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିବା ପରେ ରାଜ୍ୟରେ ଆଇଏଏସସ୍ତରରେ ପୁଣି ଏକ ଅଦଳବଦଳ ହେବାର ସମ୍ଭାବନା ଦେଖାଦେଇଛି। … Read More

ବଙ୍ଗୋପସାଗରେ ଭୂକମ୍ପ ; ରିକ୍ଟର ସ୍କେଲରେ ତିବ୍ରତା ୫.୧

କୋଲକାତା, (ଓଡିଶା ଟାଇମ୍): ମଙ୍ଗଳବାର ବଙ୍ଗୋପସାଗରେ ଭୂକମ୍ପ ହୋଇଥିବା ନେଇ ଖବର ମିଳିଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫.୧ ରେକର୍ଡ କରାଯାଇଛି । ୧୨ଟା୩୫ରେ ଏହି ଭୂକମ୍ପ ହୋଇଥିବା ବେଳେ ଏଯାଏଁ ସୁନାମି ନେଇ କୌଣସି ସତର୍କ ସୂଚନା … Read More

ଭାରତୀୟ ସେନାକୁ ମଲ୍ଟି ମୋଡ୍ ହ୍ୟାଣ୍ଡ୍ ଗ୍ରେନେଡ୍ ହସ୍ତାନ୍ତର କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDO ଟର୍ମିନାଲ ବାଲାସ୍ଟିକ ରିସର୍ଚ୍ଚ ଲ୍ୟାବରଟରୀ ସହାୟତାରେ ଇକୋନୋମିକ ଏକ୍ସପ୍ଲୋସିଭ୍ ଲିମିଟେଡ୍ ଦ୍ୱାରା ପ୍ରଥମଥର ତିଆରି କରାଯାଇଥିବା ମଲ୍ଟି ମୋଡ଼ ହ୍ୟାଣ୍ଡ ଗ୍ରେନେଡ୍ ଭାରତୀୟ ସେନାକୁ ହସ୍ତାନ୍ତର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ … Read More

ଆଫଗାନିସ୍ତାନ ସଙ୍କଟ ଉପରେ ପୁଟିନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଫଗାନିସ୍ତାନ ଏବେ ତାଲିବାନ କବଜାରେ ରହିଛି । ଆଫଗାନ ସଙ୍କଟ ସାରା ବିଶ୍ବରେ ପ୍ରଭାବ ପକାଇଛି । ଏହା ସହ ସମସ୍ତ ଦେଶ ନିଜ ନିଜର ନାଗରିକଙ୍କୁ ସେଠାରୁ ସୁରକ୍ଷିତ ବାହାର କରିନେବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି … Read More

ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଫଳାଫଳ ; ପାସ୍ ହାର ୮୦.୮୩ ପ୍ରତିଶତ

କଟକ, (ଓଡିଶା ଟାଇମ୍): ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ରେଜଲ୍ଟ । www.bseodisha.ac.in ଓ୍ବେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ଅଛି । ମୋଟ ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାରେ ପାସ୍‌ କରିଥିବା ସୂଚନା ମିଳିଛି । ମୋଟ ୫୨୩୩ … Read More

କାବୁଲରେ ୟୁକ୍ରେନ ବିମାନ ହାଇଜ୍ୟାକ

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନ ରାଜଧାନୀ କାବୁଲରେ ୟୁକ୍ରେନର ଏକ ବିମାନକୁ ହାଇଜ୍ୟାକ କରାଯାଇଥିବା ସୂଚନା ମିଳିଛି। ଏହି ବିମାନ ୟୁକ୍ରେନ ନାଗରିକ ଉଦ୍ଧାର କରିବା ପାଇଁ ଆଫଗାନିସ୍ତାନ ଯାଇଥିଲା। ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ୟେବଗେନି ୟେନିନ ମଙ୍ଗଳବାର ଦିନ … Read More