ରାଜଧାନୀରୁ ଆଉ ୧୦୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଆଜି ଆଉ ୧୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ କ୍ୱାରେଣ୍ଟାଇନରେ ୫୯ ଜଣ ଥିବା ବେଳେ ୪୬ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ନୂଆ ପଜିଟିଭ୍ ଚିହ୍ନଟ ପରେ … Read More

କଟକରୁ ଆଜି ପୁଣି ୫୧ ପଜିଟିଭ୍ ଚିହ୍ନଟ

କଟକ, (ଓଡିଶା ଟାଇମ୍) : ରାଜ୍ୟରେ  ହୁ ହୁ ହୋଇ ବଢି ଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ଆଜି କଟକ ସହରରୁ ପୁଣି ୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ … Read More

୪୮ ଘଣ୍ଟା ସଟଡାଉନ କୋରାପୁଟ

କୋରାପୁଟ, (ଓଡିଶା ଟାଇମ୍) :କରୋନା ସଂକ୍ରମଣ ରୋକିବା ପାଇଁ କୋରାପୁଟ ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୧ ତାରିଖ ମଧ୍ୟରାତ୍ର ଯାଏଁ ୪୮ ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି । ଆଜି ଜିଲ୍ଲାରେ ୬୬ ଜଣ … Read More

ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଆଇସିୟୁ ସିଲ୍

ବଲାଙ୍ଗୀର, (ଓଡିଶା ଟାଇମ୍) : ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ଆଇସିୟୁ ବିଭାଗରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ଆଇସିୟୁକୁ ସିଲ୍ କରାଯାଇଛି । ତେବେ ଏନେଇ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ … Read More

କରୋନାରେ ମୃତ ୨ସାମ୍ବାଦିକଙ୍କୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନାରେ ମୃତ ୨ ଜଣ ସାମ୍ବାଦିକଙ୍କୁ ସହାୟତା ଘୋଷଣା । ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିବ ୧୫ଲକ୍ଷ ଟଙ୍କା । ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ରାଜ୍ୟ ସରକାରଙ୍କ ମିଡିଆ ପରାମର୍ଶଦାତା ମାନସ ମଙ୍ଗରାଜ … Read More

ବଲାଙ୍ଗିର ଜିଲ୍ଲାକୁ ୪ ଦିନିଆ ସଟ୍‌ଡାଉନ୍‌ କଲେ ଜିଲ୍ଲାପାଳ

ବଲାଙ୍ଗିର, (ଓଡିଶା ଟାଇମ୍) :  ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ସଙ୍ଗୀନ ରହିଛି କରୋନା ସ୍ଥିତି । ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଉଛି । ତେବେ କରୋନା … Read More

ଚିତ୍ରକୋଣ୍ଡା ଥାନାର ୬ ଜଣ ପୁଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ଚିତ୍ରକୋଣ୍ଡା, (ଓଡିଶା ଟାଇମ୍) : କରୋନା ଯୋଦ୍ଧା ସଂକ୍ରମିତ । ଚିତ୍ରକୋଣ୍ଡା ଥାନାର ୬ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ଚିତ୍ରକୋଣ୍ଡା ଥାନା ସହ ଚିତ୍ରକୋଣ୍ଡା ଦୈନିକ ବଜାର ଓ ଚିତ୍ରକୋଣ୍ଡା … Read More

କରୋନା : ଅଗଷ୍ଟ ୧୨ରେ ଆସୁଛି ରୁଷିଆ ଟୀକା !

କରୋନା ମହାମାରୀ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେଇଛି । କେବଳ ସେତିକି ନୁହେଁ ଅର୍ଥନୈତିକ କାର୍ଯ୍ୟକଳାପକୁ ମଧ୍ୟ ବନ୍ଦ କରିଦେଇଛି । ବିଶ୍ୱର ସୁପର ପାୱାର୍ ଆମେରିକାଠାରୁ ଆରମ୍ଭ କରି ଭାରତ ପରି ଉଦୀୟମାନ … Read More

ରାଜ୍ୟରେ ବଢୁଛି ମୃତ୍ୟୁ ସଂଖ୍ୟା, ଆଉ ୧୦ ପ୍ରାଣ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୧୨୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କର … Read More

ଦେଶରେ ୧୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ଗୋଟିଏ ଦିନରେ ସର୍ବାଧିକ ୫୨ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୫ ଲକ୍ଷ ୮୩ ହଜାର ୭୯୨ରୁ ଅଧିକ ଟପିଛି। ଦେଶରେ କରୋନା ଜନିତ … Read More