ରାଜ୍ୟରେ ପ୍ରାଣ ହରାଇଲେ ଆଉ ୮ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୪ ଘଣ୍ଟା ମଧ୍ୟରେ ଆଉ ୮ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ … Read More

ରାଉଉରକେଲା ଆଇଜିଏଚରେ ଆଜି ଠାରୁ ଆରମ୍ଭ ହେବ ପ୍ଲାଜମା ବ୍ୟାଙ୍କ

ରାଉରକେଲା, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଶା ବଢ଼ାଇଛି ପ୍ଲାଜମା ଥେରାପି । ପ୍ଲାଜମା ଥେରାପି ଦ୍ୱାରା କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି । ତେଣୁ ଭିନ୍ନ … Read More

ରାଜ୍ୟରେ ଆଉ ୧୪୯୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୮୭୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ … Read More

ଭଦ୍ରକ ଜିଲ୍ଲା ୨ ଦିନ ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌

ଭଦ୍ରକ, (ଓଡିଶା ଟାଇମ୍) : ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ଏନେଇ ଅଧିକ ସଂକ୍ରମିତ ଅଞ୍ଚଳରେ କଟକଣା ଲାଗୁ କରାଯାଉଛି। ସେହିପରି ଆଜିଠାରୁ ୪୮ ଘଂଟିଆ ସଂପୂର୍ଣ୍ଣ ସଟଡାଉନ୍ ହେବ ଭଦ୍ରକ ଜିଲ୍ଲା । ଆସନ୍ତାକାଲି … Read More

କ୍ୟାପିଟାଲ ଥାନାର ୬ କର୍ମଚାରୀ କରୋନା ପଜିଟିଭ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ବରରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କ୍ୟାପିଟାଲ୍‌ ଥାନାରେ ପୁଣି ୬ ଜଣ ପୁଲିସ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଫଳରେ ଥାନାକୁ ସାନିଟାଇଜ୍‌ କରିବା … Read More

ଦେଶରେ ୧୬ ଲକ୍ଷ ଟପିଲା କରୋନା ସଂକ୍ରମଣ; ଦିନକରେ ସର୍ବାଧିକ ୫୫,୦୭୯ ଆକ୍ରାନ୍ତ ଓ ୭୭୯ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୬ ଲକ୍ଷ ୩୮ ହଜାର ୮୭୧ ରେ ପହଞ୍ଚିଛି। ଦେଶରେ କରୋନା ଜନିତ … Read More

ଆସନ୍ତାକାଲିଠାରୁ ଖୋଲିବ ଭୁବନେଶ୍ୱରର ୟୁନିଟ-୪ ମାର୍କେଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ପ୍ରାୟ ସବୁ ମାର୍କେଟକୁ ବନ୍ଦ ରଖାଯାଇଛି । କିନ୍ତୁ ଆସନ୍ତାକାଲିଠାରୁ ଭୁବନେଶ୍ୱରର ୟୁନିଟ-୪ ଓ ଆଖପାଖ ମାର୍କେଟ ଖୋଲିବା … Read More

ଜେଲରେ କରୋନା ସୁରକ୍ଷା, ରିପୋର୍ଟ ମାଗିଲେ ମାନବାଧିକାର ଆୟୋଗ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀ ତାର କାୟା ବିସ୍ତାର କରିଚାଲିଛି। ରାଜ୍ୟରେ ୭ ଟି ଜେଲ ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜେଲରେ ଆତଙ୍କ ସୃଷ୍ଠି ହୋଇଛି । ତେଣୁ ସେମାନଙ୍କ … Read More

ଓଡିଶା ଖାଦ୍ଯ ଅଧିକାର ଅଭିଯାନର ସର୍ଭେ,ଖାଦ୍ୟା ଅଭାବ ଯୋଗୁଁ ୧୩ ପ୍ରତିଶତ ଭତ୍ତା ହିତାଧିକାରୀ ଦିନେ ବା ଅଧିକ ଦିନ ଉପାସ ରହିଛନ୍ତି 

ଭୁବନେଶ୍ବର, (ଓଡିଶା ଟାଇମ୍) : ବର୍ତ୍ତମାନ ସାରା ଦେଶ ଓ ରାଜ୍ୟ କୋଭିଡ଼ି-୧୯ ସଂକ୍ରମଣ ରେ କବଳିତ । ଦେଶରେ ୧୫ ଲକ୍ଷ ରୁ ଅଧିକ ଓ ଆମ ରାଜ୍ୟରେ ୨୮୦୦୦ ରୁ ଅଧିକ ଲୋକ କରୋନା ରୋଗରେ ସଂକ୍ରମଣ ହୋଇସାରିଲେଣି … Read More

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୦୭ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୮୦୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୧୯୭୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ … Read More