ମଣ୍ଡିରେ ଧାନ କିଣା ସରଳୀକରଣ: ଏସ୍‌ଏମ୍‌ଏସ୍‌ରେ ଆସିବ ଟୋକନ୍‌ ବାର୍ତ୍ତା

ଭୁବନେଶ୍ଵର, (ଓଟି): ମଣ୍ଡିରେ ଧାନ କିଣା ବ୍ୟାପାରକୁ ସହଜ ଓ ସୁରୁଖୁର କରିବା ଲାଗି ସରକାର ଟେକ୍ନୋଲୋଜି ପ୍ରୟୋଗ କରିଛନ୍ତି। କେଉଁ ଚାଷୀଙ୍କ ଧରନ କେବେ କିଣା ହେବ ଏବଂ କେୁଁଠାରେ କିଣା ହେବେ ସେ ସମ୍ପର୍କରେ ସମସ୍ତ ସୂଚନା ଚାଷୀ … Read More

ନବୀନଙ୍କ ଘୋଷଣା:୧୮ ଦିନରେ ମିଳିବ ଅଗ୍ନି ସୁରକ୍ଷା ପ୍ରମାଣପତ୍ର

ଭୁବନେଶ୍ଵର, (ଓଟି): ଅତ୍ୟନ୍ତ ଜଟିଳ ଓ କଠୋର ପ୍ରକ୍ରିୟା ଦେଇ ଗତି କରୁଥିବା ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥାକୁ ସରଳ କରିବାକୁ ଚେଷ୍ଟା କରିଛନ୍ତି ରାଜ୍ୟ ସରକାର। ଏହାଦ୍ଵାରା ରାଜ୍ୟରେ ଦୈନନ୍ଦିନ ଚଳଣି ଓ ବ୍ୟବସାୟ କରିବା ଆହୁରି ସହଜ … Read More

ନାଳ ଉପରେ ଥିବା ଘର କିଣିବେ ସରକାର

ଭୁବନେଶ୍ଵର, (ଓଟି): ରାଜଧାନୀ ସୃଷ୍ଟି ହେଉଥିବା କୃତ୍ରିମ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ କରିବେ। ଏଥିନେଇ ଆବଶ୍ୟକ ସର୍ବେକ୍ଷଣ ଜାରି କରାଯାଉଛି। ସରକାରୀ ସୂତ୍ରରୁ ଜଣାଯାଇଛି ଯେ, ରାଜଧାନୀର ପ୍ରତିଟି ପ୍ରାକୃତିକ ନାଳ ପ୍ରଥମେ … Read More

ହାଇକୋର୍ଟରେ ବିଚାର ଅପେକ୍ଷାରେ ପଡ଼ିଛି ଦେଢ଼ଲକ୍ଷରୁ ଅଧିକ ମାମଲା

ଭୁବନେଶ୍ଵର, (ଓଟି): ଓଡ଼ିଶା ହାଇକୋର୍ଟରେ ଦେଢ଼ ଲକ୍ଷରୁ ଅଧିକ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଛି। ମୁଖ୍ୟତଃ ଠିକଣା ସମୟରେ ବିଚାରପତି ପଦବୀ ପୂରଣ ନହୋଇପାରିବା ତଥା ଦୀର୍ଘ ଦିନ ଧରି ବିଚାରପତି ପଦବୀ ଖାଲି ପଡ଼ିବା ହେତୁ ଏପରି ଅବସ୍ଥା … Read More

ପ୍ରେମ ଯୋଗୁ ବଢ଼ୁଛି ହତ୍ୟାକାଣ୍ଡ

ଭୁବନେଶ୍ଵର, (ଓଟି): ପ୍ରେମ ନେଉଛି ଜୀବନ! ଏ କଥା ନିରାସାବାଦୀଙ୍କ କଥା ହୋଇପାରେ କିନ୍ତୁ ବିଗତ ଦଶନ୍ଧିରେ ଭାରତର ଅପରାଧ ନଥିକୁ ଓଲଟାଇଲେ ଏହା ସ୍ପଷ୍ଟ ଜଣାପଡ଼ୁଛି। କାରଣ ଯେତିକି ହତ୍ୟା କାଣ୍ଡ ବିଗତ ଦଶନ୍ଧିରେ ଘଟିଛି, ସେଥିରୁ ଅଧିକାଂଶ ହତ୍ୟାକାଣ୍ଡ … Read More

ଲତା ମଞ୍ଜେସକରଙ୍କ ମୃତ୍ୟୁ ଖବରକୁ ଝିଆରିଙ୍କ ଖଣ୍ଡନ: କହିଲେ ଗୁଜବ ପ୍ରଚାର ହେଉଛି

ଭୁବନେଶ୍ୱର, (ଓଟି): ଭାରତର କୋକିଳ କଣ୍ଠ ଭାବେ ପରିଚିତ ଲତା ମଞ୍ଜେସ୍‍କର ହସ୍‍ପିଟାଲ୍‍ରେ ସୁସ୍ଥ ଅଛନ୍ତି । ତାଙ୍କର ମୃତ୍ୟୁ ଖବର ନେଇ ଯେଉଁ ପ୍ରଚାର ଚାଲିଛି ସେସବୁ ଗୁଜବ ବୋଲି କହିଛନ୍ତି ଲତାଙ୍କ ଝିଆରି ରଚନା । ସେ କହିଛନ୍ତି … Read More

ଜେଲ୍‍ ପରିବେଶ ହେତୁ ୭୮୭ ପାଗଳ! ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଦାବି କଲେ ଆଇନଜୀବୀ

ଭୁବନେଶ୍ୱର, (ଓଟି): ଓଡ଼ିଶାର ଜେଲ୍‍ ପରିବେଶ ଦୁର୍ବିସହ । ଏହି ପରିବେଶ ବନ୍ଦୀମାନଙ୍କୁ ପାଗଳ ବା ମାନସିକ ରୋଗୀରେ ପରିଣତ କରାଉଛି । ଜାତୀୟ କ୍ରାଇମ୍‍ ରେକର୍ଡ ବ୍ୟୁରୋର ଏକ ତଥ୍ୟକୁ ଭିତ୍ତି କରି ଏପରି ଅଭିଯୋଗ ଆଣିଛନ୍ତି ମାନବାଧିକାର କର୍ମୀ … Read More

ଆଇସିଆଇସିଆଇ ବ୍ୟାଙ୍କ୍‍ର ମହା ଲୋନ୍‍ ଧମାକା: ଗାଡ଼ିଠାରୁ ଆରମ୍ଭ କରି ସୁନା ଋଣର ଅନ୍‍ ଦି ସ୍ପଟ୍‍ ଆପ୍ରୁଭାଲ୍‍

ଭୁବନେଶ୍ୱର, (ଓଟି): ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ “ମହା ଲୋନ ଧମାକା” ଅଭିଯାନ ଆରମ୍ଭ ହୋଇଛି । ଗୁଜରାଟର ବାନସକନ୍ଠା ଜିଲ୍ଲାର ଡୀସା ଠାରୁ ବ୍ୟାଙ୍କ ତରଫରୁ ପ୍ରଥମ ଶିବିର ଆୟୋଜନ କରାଯାଇ ବ୍ୟାଙ୍କ୍‍ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଏମିତି ୨୦୦୦ … Read More

ସଞ୍ଜୟ ସାହୁଙ୍କୁ ଶ୍ରେଷ୍ଠ ଲୋକସମ୍ପର୍କ ପୁରସ୍କାର

ଭୁବନେଶ୍ୱର, (ଓଟି): କର୍ପୋରେଟ ଯୋଗାଯୋଗ ଓ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଦ୍ୱାରା ସଞ୍ଜୟ କୁମାର ସାହୁଙ୍କୁ ବେଷ୍ଟ ପବ୍ଲିକ ରିଲେସନ ଅଫିସର ପୁରସ୍କାରରେ ସମ୍ମାନିତ କରାଯାଇଛି.  ଭୁବନେଶ୍ୱରରେ ଜାତୀୟ ପ୍ରେସ ଦିବସ … Read More

୮୧୨୬ କୋଟିର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ହଟ୍ଟଗୋଳ ଭିତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିବା ବଜେଟ୍‌ର ପରିମାଣ ୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କା ରହିଛି। … Read More