ଅଙ୍ଗଦାନକୁ ପ୍ରୋତ୍ସାହନ: ପ୍ରତିବର୍ଷ ରାଜ୍ୟ ଦେବ ‘ସୁରଜ’ ପୁରସ୍କାର

ଭୁବନେଶ୍ଵର, (ଓଟି): ଅଙ୍ଗଦାନକୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟରେ  ଏକ ରାସ୍ତା ଦୁର୍ଘଟଣାରେ ଜୀବନ ହରାଇଥିବା ସୁରଜଙ୍କ ନାମରେ ପ୍ରତିବର୍ଷ ଅଙ୍ଗଦାନକାରୀଙ୍କୁ ପୁରସ୍କାର ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ପୁରସ୍କାରର ପ୍ରକୃତ ରୂପରେଖ … Read More

୨୪ ସୁଦ୍ଧା ମିଳିବ ବୁଲ୍‌ବୁଲ୍‌ କ୍ଷତିପୂରଣ ସହାୟତା

ଭୁବନେଶ୍ଵର, (ଓଟି): ଘୋଷଣା ହୋଇଛି ବୁଲ୍‌ବୁଲ୍‌’ କ୍ଷତିପୂରଣ ପ୍ୟାକେଜ୍‌।  ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଫେରିଲା ପରେ ଅବାଶ୍ୟକ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ସହାୟତା … Read More

ମହାରାଷ୍ଟ୍ରରେ ସରକାର: ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ, ଏନ୍‌ସିପିକୁ ଉପମୁଖ୍ୟମନ୍ତ୍ରୀ ପଦ

ଭୁବନେଶ୍ଵର, (ଓଟି): ପ୍ରଥମଥର ପାଇଁ ମହାରାଷ୍ଟ୍ରର ଦୁଇ ପ୍ରମୁଖ ବିରୋଧୀ ଦଳ ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି। ଶିବସେନା ଏହାର ତିନି ଦଶନ୍ଧିର ଅଧିକ ସମୟର ବନ୍ଧୁ ବିଜେପିର ହାତ ଛାଡ଼ି ଏନ୍‌ସିପି ହାତ ଧରିବ। ଏହାଦ୍ଵାରା ମହାରାଷ୍ଟ୍ରରେ ସରକାର … Read More

ମହାରାଷ୍ଟ୍ରରେ ରାଜନୀତିକ ଛକା ପଞ୍ଝା: ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ

ଭୁବନେଶ୍ଵର, (ଓଟି): ସରକାର ଗଠନକୁ ନେଇ ମହାରାଷ୍ଟ୍ରରେ ଅଚଳାବସ୍ଥା ଜାରି ରହିଛି। ନିର୍ବାଚନ ପୂର୍ବରୁ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା ବିଜେପି ଓ ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହେବା ହେତୁ ସଂଖ୍ୟା ଗରିଷ୍ଠ ଥାଇ ମଧ୍ୟ ସରକାର ଗଠନ କରିବାରେ … Read More

ଅଯୋଧ୍ୟା ରାୟ: ପୁରୀ ଶଙ୍କରାଚାର୍ଯ୍ୟଙ୍କ ସ୍ଵାଗତ

ଭୁବନେଶ୍ଵର, (ଓଟି): ଅତୀତରେ ଅଯୋଧ୍ୟା ବିବାଦ ସମ୍ପର୍କରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପିଭି ନରସିଂହା ରାଓଙ୍କ ସହ ଆଲୋଚନା କରି ପରାମର୍ଶ ଦେଇଥିବା ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ସ୍ଵାଗତ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ … Read More

ଅଯୋଧ୍ୟା ରାୟ: ପୁଣି ସମୀକ୍ଷା ଆବେଦନ ସପକ୍ଷରେ ନାହାନ୍ତି ଜମା ମସ୍‌ଜିଦ୍‌ ସାହି ଇମାମ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜମା ମସ୍‌ଜିଦ୍‌ର ସାହି ଇମାମ୍‌ ସୟଦ ଅହମ୍ମଦ ବୁଖାରୀ ଅଯୋଧ୍ୟା ରାୟକୁ ସ୍ଵାଗତ କରିଛନ୍ତି। ଏହା ବିପକ୍ଷରେ ଆଉଥରେ ସମୀକ୍ଷା ପାଇଁ ଆବେଦନ କରିବାକୁ ସେ ରାଜି ହୋଇ ନାହାନ୍ତି।  ସେ କହିଛନ୍ତି, ପୂର୍ବରୁ ଆମେ ନିଷ୍ପତ୍ତି କରିଥିଲୁ … Read More

ଅଯୋଧ୍ୟା ରାୟ: ପୁନଃସମୀକ୍ଷା ନିବେଦନ କରିବ ମୁସ୍‌ଲିମ୍‌ ପର୍ସନାଲ୍‌ ଲ’ ବୋର୍ଡ଼

ଭୁବନେଶ୍ଵର, (ଓଟି): ଅଯୋଧ୍ୟା ରାୟରେ ଆପତ୍ତି ଜାହିର କରିଛି ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ୍‌ ଲ’ ବୋର୍ଡ। ବିବାଦୀୟ ଜମିକୁ ସମ୍ପୂଣ୍ଣ ଭାବେ ହିନ୍ଦୁଙ୍କ ପାଇଁ ହସ୍ତାନ୍ତର କରାଯିବା ନିଷ୍ପତ୍ତିକୁ ବୋର୍ଡ ଗ୍ରହଣ କରିପାରି ନାହିଁ। ଏହା ମୁସ୍‌ଲିମ୍‌ ବିଶ୍ଵାସ ଓ … Read More

ଅଯୋଧ୍ୟା ବିବାଦ: ରାମଙ୍କୁ ମିଳିଲା ଜମି, ମସ୍‌ଜିଦ୍‌ ପାଇଁ ସରକାର ଦେବେ ୫ ଏକର

ଭୁବନେଶ୍ଵର, (ଓଟି): ଅଯୋଧ୍ୟା ବିବାଦର ସମାଧାନ କରିଛନ୍ତି ସୁପ୍ରିମ୍‌ କୋର୍ଟ। ପ୍ରମୁଖ ବିଚାପତିଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠ ବିବାଦୀୟ ଜମିକୁ ରାମଲାଲାଙ୍କୁ ହସ୍ତାନ୍ତର ପାଇଁ ନିର୍ଦେଶ ଦେଇଛନ୍ତି। ଏଥିଲାଗି ଏକ ଟ୍ରଷ୍ଟ ଗଠନ କରାଯିବ। ସେହିପରି ବାବ୍ରୀ ମସ୍‌ଜିଦ୍‌ ପାଇଁ ଅଯୋଧ୍ୟା … Read More

ଅଯୋଧ୍ୟା ରାୟ: ସୌହାର୍ଦ୍ୟ ରକ୍ଷା ପାଇଁ ନବୀନଙ୍କ ନିବେଦନ

ଭୁବନେଶ୍ଵର, (ଓଟି): ଆଉ କିଛି ଘଣ୍ଟା ପରେ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବ। ସାରା ବିଶ୍ଵ ଏହି ରାୟ ପରର ସ୍ଥିତିକୁ ଅପେକ୍ଷା କରିଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ସରକାରଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ପଦକ୍ଷେପ ନିଆଯାଇଛି। ଅଯୋଧ୍ୟାରେ … Read More

ଅଯୋଧ୍ୟାରେ ଝଡ଼ ପୂର୍ବର ନୀରବତା: ଆଜି ଆସିବ ରାମ ଜନ୍ମଭୂମି ରାୟ

ଭୁବନେଶ୍ଵର, (ଓଟି): ଅଯୋଧ୍ୟା ରାମ ଜନ୍ମଭୂମି ରାୟ ଆଜି ପ୍ରକାଶ ପାଇବ। ଏନେଇ ଅଯୋଧ୍ୟାର ଚତୁର୍ଦିଗରେ ଏକ ପ୍ରକାର ନୀରବତା ଦେଖା ଦେଇଛି। ସମସ୍ତେ ଅନାଇ ବସିଛନ୍ତି ସୁପଅିମ୍‌କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଆଜି କି ପ୍ରକାର ରାୟ ଦେବେ। ଏହାକୁ … Read More