ନାଗରିକତା ସଂଶୋଧନ ବିଲ୍‌: ୫ ରାଜ୍ୟର ବିରୋଧ

ଭୁବନେଶ୍ଵର, (ଓଡ଼ିଶଶ ଟାଇମ୍‌): ସଂସଦର ଉଭୟ ଗୃହରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଦେଶର ଉତ୍ତର ପୂର୍ବାଞ୍ଚଳରେ ଅପ୍ରୀତୀକର ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ହିଂସା ସାଙ୍ଗକୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ସେଠାରେ ଏହି ବିଲ୍‌କୁ … Read More

ଟାଟା ଷ୍ଟିଲ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ : ୨୦ ଜଣ ଯିବେ ଇସ୍ରୋ 

ଭୁବନେଶ୍ୱର, (ଓଟି):    ଟାଟା ଷ୍ଟିଲ ଦ୍ଵାରା ଆୟୋଜିତ  ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ) ୨୦୧୯-୨୦ର ୨୦ ଜଣ ବିଜେତା    ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଏକ ପ୍ରମୁଖ ସୁବିଧା ପରିଦର୍ଶନ କରିବା ଏବଂ ମହାକାଶ ବିଜ୍ଞାନର … Read More

ଆସାମରେ ଉାତ୍ତେଜନା: ଓଡ଼ିଶାରୁ ଟ୍ରେନ୍‌ଯାତ୍ରା ବିଳମ୍ବିତ

ଭୁବନେଶ୍ଵର, (ଓଟି): ପୁରୀରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଟେଅନ୍‌ସବୁ ବିଳମ୍ବ ହେବ। ୧୨୮୩୮ ପୁରୀ-ହାଓଡ଼ା ଏବଂ ୧୮୪୧୦ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌, ୦୮୪୦୩ ପୁରୀ -ସାନ୍ତ୍ରାଗାଚ୍ଛି ଏକ୍ସପ୍ରେସ୍‌ ୩ ଘଣ୍ଟା ୧୫ ମିନିଟ୍‌ ବିଳମ୍ବରେ ଛାଡ଼ିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ର୍ର୍ଠିକ୍‌ … Read More

ପକ୍କାଘର ମାମଲା: ‘ମିଛ କହୁଛି ବିଜେପି’

ଭୁବନେଶ୍ଵର, (ଓଟି): ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି ଯେଉଁ ତଥ୍ୟ ଦେଉଛି ତାହା ସମ୍ପୂର୍ଣ୍ଣ ମିଛ । ବିଜେପି ମୁଖପାତ୍ରମାନେ ଏଭଳି ମିଥ୍ୟା ପ୍ରଚାରରୁ ବିରତ ରହିବା ସହିତ ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ଅନ୍ତତଃ ଥରୁଟିଏ କେନ୍ଦ୍ର ସରକାରଙ୍କ ୱେବ୍‌ସାଇଟ୍‍ … Read More

ବିଜେପିର ଅଭିଯୋଗ: କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରୁଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର, (ଓଟି): ପୁଣିଥରେ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଥିବା ଅଭିଯୋଗ କରିଛି ବିଜେପି। ବିଜୁ ପକ୍କା ଘର ଯୋଜନା ଆବଣ୍ଟନର ତଥ୍ୟକୁ ଉଲ୍ଲେଖ କରି ବିଜେପି ଉପସଭାପତି ସମୀର ମହାନ୍ତି ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରାଜ୍ୟ … Read More

ବଦଳିଲେ ଯୋଜନା ବୋର୍ଡ଼ ଅଧ୍ୟକ୍ଷ: ପ୍ରଫୁଲ୍ଲ ମଲ୍ଲିକଙ୍କୁ ବାଦ୍‌

ଭୁବନେଶ୍ଵର, (ଓଟି): ଜିଲ୍ଲାସ୍ତରରେ ସରକାରୀ ଉନ୍ନୟନ ପ୍ରକଳ୍ପକୁ ବ୍ୟାପକ କରିବା ତଥା ଜିଲ୍ଲା ସ୍ତରୀୟ ବିକାଶ ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତି କରି ତାହାକୁ ସରକାରଙ୍କ ଦ୍ଵାରା ତ୍ଵରାନ୍ବିତ କରିବା ଲାଗି ଗଠିତ ଯୋଜନା ବୋର୍ଡ଼ଗୁଡ଼ିକରେ ସରକାର ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି। … Read More

ଘଣ୍ଟ ଘୋଡ଼ାଉଛନ୍ତି ନବୀନ: ମହିଳା ବିରୋଧୀ ମାମଲା ଅଭିଯୁକ୍ତଙ୍କୁ ଶରଣ ଦେବାରେ ଆଗୁଆ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଲଗାତାର ଲୋକଙ୍କ ପ୍ରଥମ ପସନ୍ଦ ଉପଭୋଗ କରୁଥିବା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାଙ୍କ ଉପରେ ଅତ୍ୟାଚାର ତଥା ହିଂସା ଓ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ଶରଣ ଦେବାରେ ଆଗୁଆ ରହିଛନ୍ତି। ପଡ଼ୋଶୀ ରାଜ୍ୟଗୁଡ଼ିକୁ … Read More

ମୋ’ ବସ୍‍ ଭଡ଼ା କମିଲା

ଭୁବନେଶ୍ୱର, (ଓଟି). ଏହି ଶୀତଋତୁରେ ମୋ’ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । କାରଣ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନସପୋର୍ଟ (କ୍ରୁଟ୍) ପକ୍ଷରୁ ପରିଚାଳିତ ହେଉଥିବା ସିଟି ବସ୍‍ ସେବା ମୋ\’ବସ୍‍ ବ୍ୟବସ୍ଥାରେ ବସ୍‍ ଭଡ଼ା ହ୍ରାସ କରାଯାଇଛି । … Read More

କେମିତି ଜାଣିବେ ଆପଣଙ୍କ ହୋଟେଲ୍‍ କୋଠରିରେ ଖଞ୍ଜା ଯାଇଥିବା କ୍ୟାମେରା ରହସ୍ୟ

ଭୁବନେଶ୍ୱର, (ଓଟି): କୌଣସି ହୋଟେଲ୍‍ କିମ୍ବା ଗେଷ୍ଟ ହାଉସ୍‍ରେ ରହିବା ସମୟରେ ଆପଣଙ୍କ କୋଠରୀ ସିସିଟିଭି କ୍ୟାମେରା ଯାଞ୍ଚରେ ରହିଥାଇପାରେ । ନିକଟରେ ଏମିତି ଅନେକ ଅଭିଯୋଗ ଆସିଛି ସେ ଭିତରେ ଭୁବନେଶ୍ୱରରର \” ସାଇଆର୍ଯ୍ୟ ରେସିଡେନ୍ସୀ\’ ଅନ୍ୟତମ । ଗତ … Read More

ଅଭୟ ହେଲେ ନୂଆ ଡିଜିପି, ବିଜୟଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ

ଭୁବନେଶ୍ଵର, (ଓଟି): ରାତାରାତି ରାଜ୍ୟ ପୁଲିସର ମୁଖିଆଙ୍କୁ ବଦଳାଇଛନ୍ତି ସରକାର। ଏବେକାର ଡିଜି ପୁଲିସ ଥିବା ବିଜୟ କୁମାର ଶର୍ମାଙ୍କୁ ହଟାଇ ତାଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପ୍ୟୁଟେସନ୍‌ରେ ଥିବା ଅଭୟଙ୍କୁ ନିଯୁକ୍ତି ଦିଆଯାଇଛି। ଖାଲି ସେତିକି ନୁହେଁ ଅଭୟ ଆସିବା ଯାଏ … Read More