ପୁରୀ, ଭୁବନେଶ୍ଵର ପରେ ଏବେ କଟକ ପାଇଁ ଚିନ୍ତା: ବଦଳିବ ମହାନଦୀ ପଠାର ଚେହେରା
ଭୁବନେଶ୍ଵର, (ଓଟି): ପ୍ରଥମେ ପୁରୀକୁ ବିଶ୍ଵସ୍ତରୀୟ ଐତିହ୍ୟ ସହର, ପରେ ଭୁବନେଶ୍ଵର ଏକାମ୍ର କ୍ଷେତ୍ରର ଚେହେରା ପରିବର୍ତ୍ତନ ପରେ ଏବେ କଟକ ବାଲିଯାତ୍ରାର ଚେହେରା ପରିବର୍ତ୍ତନ ପାଇଁ ନକ୍ସା ପ୍ରସ୍ତୁତ କରିଛନ୍ତି ଓଡ଼ିଶା ସରକାର। ବାଲିଯାତ୍ରା ରିଭର ଫ୍ରଣ୍ଟ ଇମ୍ପ୍ରୁଭ୍ମେଣ୍ଟ ପ୍ରେଜେକ୍ଟ … Read More











