ଗୋ-ଏୟାର ସବୁଠାରୁ ଅଧିକ ସମୟାନୁବର୍ତ୍ତୀ: ଡିଜିସିଏ

ଭୁବନେଶ୍ୱର, (ଓଟି): ଦ୍ରୁତ ଅଭିବୃଦ୍ଧିଶୀଳ ବିମାନ କଂପାନୀ ଗୋ-ଏୟାର ୨୦୧୯ ନଭେମ୍ବରରେ ଭାରତର ସବୁଠୁ ସମୟାନୁବର୍ତ୍ତୀ ବିମାନ କଂପାନୀର ଭାବେ ମାନ୍ୟତା ଅର୍ଜନ କରିଛି । ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (ଡିଜିସିଏ)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି । ଗୋ-ଏୟାର … Read More

ନେପାଳର ତ୍ରିଭୁବନ ବିଶ୍ଵବିଦ୍ୟାଳୟ ସହ ଗବେଷଣା କରିପାରିବେ ସୋଆ ଛାତ୍ରଛାତ୍ରୀ ଓ ଅଧ୍ୟାପକ

ଭୁବନେଶ୍ୱର, (ଓଟିି): ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ବିନିମୟ, ଅଧ୍ୟାପକ-ଅଧ୍ୟାପିକା ବିନିମୟ, ମିଳତ ଗବେଷଣା, ବିଭିନ୍ନ କର୍ମଶାଳା ଓ ସମ୍ମିଳନୀ ଆୟୋଜନ ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ଏବଂ ନେପାଳର ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଭିତରେ ବୁଝାମଣା ହୋଇଛି । ସୋଆ … Read More

‘ପ୍ଲାଷ୍ଟିକ୍‌ ବଦଳରେ ଆହାର’: ଅଧକିଲୋ ପ୍ଲାଷ୍ଟିକ୍‌ ଦେଲେ ଆହାର ମିଳିଲା ମାଗଣା

ଭୁବନେଶ୍ଵର, (ଓଟି): ଆରମ୍ଭ ହୋଇଛି ପ୍ଲାଷ୍ଟିକ୍‌ ବଦଳରେ ରନ୍ଧା ଖାଦ୍ୟ ଯୋଜନା। ଭୁବନେଶ୍ଵର, ମ୍ୟୁନିସିପାଲ୍‌ କର୍ପୋରେସନ୍‌ , ୟୁଏନ୍‌ଡିପି ଓ ଟଚ୍‌ଷ୍ଟୋନ୍‌ ଫାଉଣ୍ଡେସନ୍‌ ନାମକ ଏକ ବେସରକାରୀ ସଂସ୍ଥାର ସହାୟତାରେ ଏହି ଯୋଜନା ଆରମ୍ଭ ହୋଇଛି। ଏହି ଯୋଜନାରେ ଆହାର କେନ୍ଦ୍ରକୁ … Read More

ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲା: ପୂର୍ବତନ ବିଜେପି ବିଧାୟକ କୁଲ୍‌ଦୀପ ସେନ୍‌ଗର ଦୋଷୀ ସାବ୍ୟସ୍ତ

ଭୁବନେଶ୍ଵର, (ଓଟି): ବହୁ ଚର୍ଚିତ ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାରେ  ଉତ୍ତରପ୍ରଦେଶର ପୂର୍ବତନ ବିଜେପି  ବିଧାୟକକୁଲ୍‌ଦୀପ ସେନ୍‌ଗାର୍‌ଙ୍କୁ ଦିଲ୍ଲୀର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ହେଲେ ତାଙ୍କୁ କି ପ୍ରକାର ଦଣ୍ଡ ଦିଆଯିବ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। … Read More

ନୂଆ ନାଗରିକତ୍ତ୍ଵ ଆଇନ: କେନ୍ଦ୍ରାପଡ଼ାରେ ରହିଥିବା ଅନୁପ୍ରବେଶକାରୀ ବାଙ୍ଗଲାଦେଶୀଙ୍କ ମଧ୍ୟରେ ଭାଳେଣି

କେନ୍ଦ୍ରାପଡା଼, ( ପ୍ରଦୀପ କୁମାର ଜେନା):  :କେନ୍ଦ୍ର ସରକାରଙ୍କ ଦ୍ୱାରା ନୂତନ ନାଗରିକତ୍ୱ ଆଇନ ପ୍ରଣୀତ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳ ଅଂଚଳରେ ବର୍ଷ ବର୍ଷ ଧରି ରହି ଆସୁଥିବା ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଭାଳେଣୀ ପଡ଼ି ଯାଇଛି । … Read More

ଅଲୋଡ଼ା ନେହରୁ: ରାଜରାସ୍ତାରୁ ନେହରୁଙ୍କ ନାଁ ଲିଭାଇ ଦେଲେ ଓଡ଼ିଶା ସରକାର

କିଏ କହୁ ବା ନକହୁ, ଗଭୀର ସମୁଦ୍ରଗର୍ଭର ସ୍ରୋତ ଭଳି ଓଡ଼ିଶାରେ ବିଜେଡି ନେତୃତ୍ଵାଧୀନ ସରକାର ବିଜେପିର ଆଦର୍ଶରେ ଠେଲି ହୋଇ ଚାଲିଛି। ସେ ଜିଏସ୍‌ଟି ହେଉ ବା ବିମୁଦ୍ରାକରଣ ଅଥବା ପୁଣି ନାଗରିକତ୍ଵ ସଂଶୋଧନ ଆଇନ ସବୁଥିରେ ସମର୍ଥନ କରିବା ପରେ ଏବେ ଦେଶର ଇତିହାସରୁ ପଣ୍ଡିତ ନେହରୁଙ୍କ ଗରିମାକୁ ଗୌଣ କରିବା ପାଇଁ ଚେଷ୍ଟା ଚାଲିଛି ବୋଲି ଯେଉଁ ଅଭିଯୋଗ ହେଉଛି, ସେଥିରେ ନିଜକୁ ଏକ ପକ୍ଷ ଭାବେ ଉପସ୍ଥାପିତ କରିଛନ୍ତି ଓଡ଼ିଶା ସରକାର। 

ମେ’୮ରେ ରିଲିଜ୍‌ ହେବ ବିଦ୍ୟା ବଲାନ୍‌ଙ୍କ ‘ଶକୁନ୍ତଳା ଦେବୀ’

ଭୁବନେଶ୍ଵର, (ଓଟଇ): ସବୁବେଳେ ଅଫ୍‌ବିଟ୍‌ ଆକ୍ଟିଂ ପାଇଁ ନିଜର ଗରିମା ବଢ଼ାଇଥିବା ନିଆରା ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବଲାନ୍‌ଙ୍କ ଆଉ ଏକ ଫିଲ୍ମ ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତୁ। ତାଙ୍କ ଟ୍ବିଟର ହ୍ୟାଣ୍ଡଲ୍‌ରେ ସେ ଏହିପରି ସୂଚନା ଜାରି କରିଛନ୍ତି। ସେ … Read More

କଶ୍ମୀର ଓ ଲଦାଖରେ ଜମି କିଣିବା ସହଜ ନୁହେଁ: ସର୍ବନିମ୍ନ ୧୫ ବର୍ଷର ରହଣୀକୁ ବାଧ୍ୟ କରିବେ ସରକାର

ଭୁବନେଶ୍ଵର, (ଓଟି): ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କଶ୍ମୀର ଏବଂ ଲଦାଖ ଉପରେ ଭାରତ ସରକାରଙ୍କ ନିୟନ୍ତ୍ରଣ ବଢ଼ିଛି ସତ କିନ୍ତୁ ଭାରତର ଯେକୌଣସି ନାଗରିକ ଯେ ସେଠାରେ ସମାନ ଅଧିକାର ପାଇବ ତାହା ଠିକ୍‌ ନୁହେଁ। ଏପରିକି ଏବେ … Read More

ପୁଣି ସଂଶୋଧନ ହୋଇପାରେ ନାଗରିକତ୍ଵ ଆଇନ

ଭୁବନେଶ୍ଵର, (ଓଟି): ଯେଉଁ ନାଗରିକତ୍ଵ ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ହିଂସାତ୍ମକ ବାତାବରଣ ସୃଷ୍ଟି ହୋଇଛି ସେହି ଆଇନ ପୁଣିଥରେ ପରିବର୍ତ୍ତନ ହୋଇପାରେ। ଅର୍ଥାତ୍‌ ମୋଦି ସରକାର ଏ ମାମଲାରେ ପଛଘୁଞ୍ଚା ଦେଇପାରନ୍ତି। ଏହିଭଳି ଏକ ସଙ୍କେତ ଦେଇଛନ୍ତି … Read More

ସରକାରଙ୍କୁ ଚୂନ: ଭିଡିଓ ପ୍ରସ୍ତୁତ ନାଁରେ ସରକାରୀ ଅର୍ଥ ହରିଲୁଟ୍‍, ସଚିବ ଓ ପରାମର୍ଶଦାତା ପାଉନାହାନ୍ତି ଟେର୍‌

ଭୁବନେଶ୍ଵର, (ଓଟି):  ଦିନ ଦି’ପ୍ରହରରେ ଲୁଟ୍‌ ଭଳି ସରକାରଙ୍କୁ ଚୂନ ଲଗାଉଛନ୍ତି କିଛି ଅନାମଧନ୍ୟ ଭିଡିଓ ପ୍ରଡ୍ୟୁସର। କିଛି ନିର୍ଦିଷ୍ଟ ସରକାରୀ ଅଧିକାରୀଙ୍କ ନାଁ ନେଇ ସେମାନେ ଲୁଟି ଚାଲିଛନ୍ତି ସରକାରୀ ବିଜ୍ଞାପନ ବାବଦ ଅର୍ଥ।  ଯେଉଁ ଅର୍ଥରେ ବିଭିନ୍ନ ଛୋଟ … Read More