୫୦ ଭାଗ ପୋଡି ହୋଇଯାଇଥିବା ଶିଶୁର ଜୀବନ ରକ୍ଷା କଲେ ସମ୍ ଡାକ୍ତର
ଭୁୁବନେଶ୍ୱର, (ଓଟି): ଗରମ କ୍ଷୀର ପଡ଼ିଯାଇ ୩ ବର୍ଷର ଶିଶୁ ସମ୍ପୂର୍ଣ୍ଣ ଭାବେ ପୋଡି ହୋଇଯାଇଥିଲା । ତା’ର ଶରୀରର ୫୦ପ୍ରତିଶତ ଭାଗ ଆକ୍ରାନ୍ତ ହୋଇଥିଲା । ତେବେ ଏଭଳି ଗୁରୁତର ହୋଇପଡ଼ିଥିବା ଶିଶୁର ଜୀବନ ରକ୍ଷା କରିଛନ୍ତି ସମ୍ ଡାକ୍ତର … Read More











