ଓଡିଶା ହସ୍ତତନ୍ତ ପ୍ରଯୁକ୍ତି ବିଶାରଦ ସଂଘର ଉଦ୍ବେଗ: ସିଟି ଶିକ୍ଷକଙ୍କ ଭଳି ଦରମା ପାଉ ନାହାନ୍ତି ବୈଷୟିକ ସହାୟକ
ଭୁବନେଶ୍ୱର, (ଓଟି): ହସ୍ତତନ୍ତର ପ୍ରଚାର ପଅସାରକୁ ସରକାର ଗୁରୁତ୍ୱ ଦେଉଛନ୍ତି, ଏହାର ବିକାଶ ଦ୍ୱାରା ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି । କିନ୍ତୁ ଯେଉଁମାନେ ବୈଷୟିକ ସହାୟତା ଦେଉଛନ୍ତି ସେମାନଙ୍କ ଉତ୍ଥାନ କଥା ସରକାର ଚିନ୍ତା … Read More











