ମେ’ ୬ରୁ ସ୍କୁଲ୍‌, ୧୧ରୁ କଲେଜ ଛୁଟି

ଭୁବନେଶ୍ବର, (ଓଟି): ରାଜ୍ୟ ସରକାର ୨୦୨୦ ପାଇଁ ସ୍କୁଲ୍‌ ଗୁଡ଼ିକର ଛୁଟି ତାଲିକା ଘୋଷଣା କରିଛନ୍ତି। ଏହି ତାଲିକା ଅନୁସାରେ ଏଥର ସ୍କୁଲ୍‌ରେ ଗ୍ରୀଷ୍ମଛୁଟି ୫୪ ଦିନ ରହିବ। ଏହି ଛୁଟି ମେ ୬ ତାରିଖରୁ ଆରମ୍ଭ ହେବ। ଜୁନ୍‌ ୧୮ … Read More

ଫେବୃୟାରୀ ୧୯ରୁ ମାଟ୍ରିକ୍‌ ବୋର୍ଡ଼: ଜାଣିରଖନ୍ତୁ ପ୍ରୋଗ୍ରାମ୍‌

ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାରଙ୍କ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ୧୦ମ ଶ୍ରେଣୀ ବୋର୍ଡ଼, ମଧ୍ୟମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ପରୀକ୍ଷା ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହେବ। ପ୍ରଥମ ସିଟିଂରେ ୧୦ଶ୍ରେଣୀ ବୋଡ଼ର୍ର୍ର ରେଗୁଲାର୍‌ ପିଲାଙ୍କ ପରୀକ୍ଷା … Read More

କିଏ ହେବ ପ୍ରଥମ ସାମରିକ ମୁଖ୍ୟ (ସିଡିଏସ୍‌), ଦୁଇଦିନ ଭିତରେ ହୋଇପାରେ ଘୋଷଣା

ଭୁବନେଶ୍ଵର, (ଓଟି): କିଏ ହେବେ ଭାରତର ପ୍ରଥମ ସାମରିକ ମୁଖ୍ୟ ବା ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌।  ସାମରିକ ବ୍ୟାପାର ବିଭାଗକୁ ପ୍ରତିନିଧିତ୍ଵ କରିବା ପାଇଁ ଏହି ୪-ତାରକା ବିଶିଷ୍ଟ ବରିଷ୍ଠ ଅଧିକାରୀ କିଏ ହେବେ ତାହାକୁ ନେଇ ଚର୍ଚା ଆରମ୍ଭ … Read More

ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି: ଦେଶ, ଜାତି ଓ ସମାଜ ପାଇଁ ସମର୍ପିତ ଏକ ବ୍ୟକ୍ତିତ୍ୱ

      ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ । ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ … Read More

ଉପହାର ଉପରେ ନୈତିକ କଟକଣା ଜାରି କଲା ଭୁବନେଶ୍ଵର ମହାନଗର ନିଗମ

ଭୁବନେଶ୍ଵର, (ଓଟି): ଆଗକୁ ବଡ଼ଦିନ ଏବଂ ନୂଆବର୍ଷ ପାଇଁ ସ୍ମାର୍ଟସିଟି ଭୁବନେଶ୍ଵର ପ୍ରସ୍ତୁତ ହେଉଥିବାବେଳେ ମହାନଗର ନିଗମ କର୍ତ୍ତୃପକ୍ଷ ନାଗରିକଙ୍କ ଉପରେ ନୈତିକ କଟକଣା ଜାରି କରିଛନ୍ତି। ପରିବେଶପାଇଁ ଚିନ୍ତା କରି ଉପହାର ଦେବାର ଣୈଳୀରେ ପରିବର୍ତ୍ତନ ପାଇଁ ଅପିଲ୍‌ କରିଛି … Read More

ବାହାଘର ପାଇଁ କଲ୍ୟାଣ ମଣ୍ଡପ ବୁକିଂ କରୁଥିଲେ ଧ୍ୟାନ ଦିଅନ୍ତୁ: ଏସବୁ ମଣ୍ଡପ ହୋଇପାରେ ସିଲ୍‌

ଭୁବନେଶ୍ଵର, (ଓଟି): ଆଉ କିଛିଦିନ ପରେ ବାହାଘର ସିଜିନ୍‌ ଆରମ୍ଭ ହେବ। ଆଉ ଯଦି ଆପଣଙ୍କ ଘରେ ବା ବନ୍ଧୁବର୍ଗରେ କାହାର ବାହାଘର ହେଉଛି ତେବେ ଆପଣ କଲ୍ୟାଣ ମଣ୍ଡପ ବୁକିଂ କରିବେଣି। କିନ୍ତୁ ଧ୍ୟାନ ଦିଅନ୍ତୁ, ଆପଣ ଯେଉଁ କଲ୍ୟାଣ … Read More

ଭଙ୍ଗାଗଲା ବେଆଇନ ପିଚୁ ପ୍ଲାଣ୍ଟ: ପ୍ରଦୂଷଣରୁ ତ୍ରାହି ପାଇଲେ ସ୍ଥାନୀୟ ଜନସାଧାରଣ

ଯାଜପୁର,(ମାନସ ରଞ୍ଜନ ବିଶ୍ୱାଳ): ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ବାଲିସାହି ନିକଟରେ ଥିବା କାଳିଆ ବଳିଆ ପିଚୁ ପ୍ଲାଂଟକୁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଭାଙ୍ଗି ଦିଆଯାଇଛି । ଏହି ପିଚୁ ପ୍ଲାଂଟ ଜାତୀୟ ରାଜପଥ କଡ଼ରେ କୌଣସି ପ୍ରକାର … Read More

୨୬ରେ ନୟାଗଡ଼-ମହୀପୁର ଟ୍ରେନ୍‌

ଭୁବନେଶ୍ଵର, (ଓଟି): ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ ଆଉ ପାଦେ ଆଗକୁ ବଢ଼ିଛି। ଖୋର୍ଦ୍ଧାରୁ ନୟାଗଡ଼ ଯାଏ ରେଳ ଚଳାଚଳ ବେଶ୍‌ ଲୋକପ୍ରିୟ ହେବା ପରେ ଏବେ ନୟାଗଡ଼ରୁ ମହୀପୁର ଯାଏ ରେଳ ଚଳାଚଳ ପାଇଁ ପୂର୍ବତଟ ରେଳବାଇ ପ୍ରସ୍ତୁତ ହୋଇଛି। … Read More

ବିଏସ-୬ ହୋଣ୍ଡା ୨ ଚକିଆ ୬୦ ହଜାର ବିକ୍ରୀ ମାଇଲଖୁଣ୍ଟ ଟପିଲା

କମ୍‍ ଶବ୍ଦ ବାଲା ହୋଣ୍ଡା ମୋଟରସାଇକଲ୍ ଏବଂ ସ୍କୁଟର ଏକ ନୂଆ ରେକର୍ଡ ସୃଷ୍ଟି କରିଛ । ଗଲା ତିନିମାସ ହେଲା ବଜାରରେ ପଅବେଶ କରିଥିବା ଏହାର ପ୍ରଥମ ଦୁଇ ବିଏସ୍-୬ ଉତ୍ପାଦ ଆକ୍ଟିଭା ୧୨୫ ବିଏସ୍-୬ ଓ ୧୨୫ ସିସି ମୋଟରସାଇକଲ୍ ଏସ୍ପି ୧୨୫ର ବିକ୍ରି ୬୦ହଜାର ଟପିଛି । ଏହା ଏକ ମାଇଲ୍‍ଖୁଣ୍ଟ ଏବଂ ସାରା ଦେଶରେ ଏଥିପାଇଁ ଆଦର ମିଳିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଅଭିନବ ଢଙ୍ଗରେ ହେଲମେଟ୍ ସଚେତନତା

ଭୁବନେଶ୍ୱର, (ଓଟି): ସାରା ଦେଶରେ ନୂଆ ଟ୍ରାଫିକ ଆଇନକୁ ନେଇ ଚର୍ଚ୍ଚା ଓ ଧରପଗଡ ଚାଲିଥିବା ବେଳେ ପିପିଲିରେ ଛାତ୍ରାଛାତ୍ରୀମାନେ ଏହାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ମା’ ମଙ୍ଗଳା ଇଂରାଜୀ ମିଡିୟମ୍ ସ୍କୁଲର ଅଷ୍ଟାଦଶ ବାର୍ଷିକ କ୍ରୀଡ଼ା ଉତ୍ସବରେ … Read More